() ଗିରିବାଲା ବେହେରା ଆଉଟ ସୁରେଶ ମହାପାତ୍ର ଇନ। କଟକ ନଗର କଂଗ୍ରେସ ସଭାପତି ପଦରୁ ଗିରିବାଲା ବେହେରାଙ୍କୁ ବାଦ ଦିଆଗଲା। ସୁରେଶ ମହାପାତ୍ର ହେଲେ ନଗର କଂଗ୍ରେସ ସଭାପତି।