ଯାଜପୁର : ମା ବିରଜାଙ୍କ ଷୋଡଶ ପୂଜା ଆରମ୍ଭ ହୋଇଛି l ଆଜିଠାରୁ ଵିଧିବଧ ଭାବେ 16 କଳସ ପୂଜା ଆରମ୍ଭ ହୋଇଛି l ଦେବୀ ପୀଠରେ ମା ଙ୍କ ଆବାହନ କାହିଁ କେଉଁ କାଳରୁ ହୋଇଆସୁଛି l