ବଢିବ ବିଦ୍ୟୁତ ଦର :କାଲିଠୁ ଶୁଣାଣୀ..

  • ଭୁବନେଶ୍ୱର : ଭୁବନେଶ୍ୱର : ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ବିଦ୍ୟୁତ ଉତ୍ପାଦାନକାରୀଙ୍କ ଠାରୁ ୟୁନିଟ ପିଛା କେତେ ଟଙ୍କାରେ ବିଦ୍ୟୁତ କିଣି ୟୁନିଟ ପିଛା କେତେ ଟଙ୍କାରେ ବିଦ୍ୟୁତ ବିତରଣ କମ୍ପାନୀମାନେ ଯୋଗାଇବେ ସେ ସଂକ୍ରାନ୍ତରେ ଆସନ୍ତା ୩/୨/୨୦୨୦ ରିଖରୁ ଜନଶୁଣାଣୀ ଆରମ୍ଭ ହୋଇ ୧୪/୨/୨୦୨୦ରେ ସରିବବୋଲି OERC ତରଫରୁ ବିଜ୍ଞପ୍ତି ପ୍ରକାଶ କରିଛି ।
    ୩/୨/୨୦୨୦ ରିଖ ଦିନ ଜଳ ବିଦ୍ୟୁତ ନିଗମର ବିଦ୍ୟୁତ ୟୁନିଟ ପିଛା କେତେ ବୃଦ୍ଧି କରାଯିବ ତାଉପରେ OHPC ର ଦାବି ଉପରେ ଆଲୋଚନ ହେବ । ସେହିପରି OPGC ର ୪/୨/୨୦୨୦ , GRIDCO ର ୫/୨/୨୦୨୦ , OPTCL ଓ SLDCର ୬/୨/୨୦୨୦ , NESCO ର ୭/୨/୨୦୨୦ ଓ CESU ର ୧୦/୨/୨୦୨୦ରେ ହେବା ବିଷୟ ବିଜ୍ଞପ୍ତିରୁ ଜଣାପଡିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles