କେନ୍ଦ୍ର ପାଖରେ କରୋନା ଦାବି ରଖିଲା ଓଡିଶା….

- Advertisement -

କେନ୍ଦ୍ର ପାଖରେ କରୋନା ଦାବି

କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା

ଅଧିକ ଟେଷ୍ଟିଙ୍ଗ କୀଟ ଓ ମେଡିକାଲ ଉପକରଣ ଅଧିକ

ଭୁବନେଶ୍ୱର:ବର୍ତ୍ତମାନ ସାରା ଭାରତରେ ନିଜମୁଦ୍ଦିନରେ ମୁସଲିମମାନେ ପ୍ରାର୍ଥନା କରିବା ଏବେ ସାରା ଦେଶ ପାଇଁ ବିପଦ ନେଇ ଆସିଛି। ଏ ବିଷୟରେ ଆଜି ଓଡ଼ିଶାର ମୁଖ୍ୟ ଶାସନ ସଚିବ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ଆଲୋଚନା କରିଛନ୍ତି।ଗୃହ ସଚିବ, ପୋଲିସ ଡିଜି ଉପସ୍ଥିତରେ ଏହି ଆଲୋଚନା ହୋଇଛି।ରାଜ୍ୟରେ କୋରୋନା ଚତୁର୍ଥ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଖୋଜାଚାଲିଛି ଏ ବିଷୟରେ କେନ୍ଦ୍ରକୁ ଜଣାଇଛନ୍ତି। ରାଜ୍ୟ ପୋଲିସ ସଂପୃକ୍ତ ବ୍ୟକ୍ତି ମାନଙ୍କୁ ଖୋଜୁଛି। ସମସ୍ତଙ୍କୁ ସଂଗରୋଧରେ ରଖିବାକୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବରିଷ୍ଠ ଅଧିକାରୀ ବିଶାଳ ଦେବଙ୍କ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ
ଅଧିକ ଟେଷ୍ଟିଙ୍ଗ କୀଟ ଓ ମେଡିକାଲ ଉପକରଣ ଅଧିକ ଯୋଗାଇବାକୁ ରାଜ୍ୟ କେନ୍ଦ୍ର ନିକଟରେ ଦାବି ରଖିଥିବା କହିଛନ୍ତି। ଏହା ସହ ବ୍ୟାଙ୍କ ସେବା ଅବ୍ୟାହତ ରଖିବା ଉପରେ ଗୁତୁତ୍ୱ ଦିଆଯାଇଛି। ଏବଂ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଲୋକଙ୍କ ପାଖରେ ଠିକ ଭାବେ ପହଂଚାଇବାକୁ କେନ୍ଦ୍ର ସରକାରଙ୍କ ଗୁରୁତ୍ୱଦେଇଥିବା କୁହାଯାଇଛି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles