କଂଗ୍ରେସ ନେତାଙ୍କୁ ନିରଞ୍ଜନ ପରାମର୍ଶ : ବିଜେଡି ଠାରୁ ଶିଖିବାର କଥା

- Advertisement -

ଭୁବନେଶ୍ୱର : ବିଜେପୁର ଉପ ନିର୍ବାଚନ ପୂର୍ଵରୁ ବିଜେଡି ନେତାଙ୍କୁ ବଡ ସାଟିଫିକେଟ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ l ବର୍ତ୍ତମାନ ପୂଜା ମାହୋଲ l ସଭିଏଁ ପୂଜାରେ ପରିବାର ଶହ ସମୟ କାଟୁଛନ୍ତି l ହେଲେ ବିଜେଡି ନେତାମାନେ ବିଜେପୁରରେ ପଡିରହିଛନ୍ତି l କର୍ତ୍ତବ୍ୟ ପାଇଁ ସେମାନେ ପଡି ରହିଛନ୍ତି l ତେଣୁ ବିଜେଡି ନେତାଙ୍କ ଠାରୁ ଶିଖିବାର କଥା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି l ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡିକୁ ଏପରି ପ୍ରଶଂଶା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି l ତେବେ କାହିଁକି ନିରଞ୍ଜନ ଏପରି କହିଲେ ତାହା ଏବେ ରହସ୍ୟରେ l ଏକଥା କଂଗ୍ରେସ ନେତାଙ୍କୁ କେତେ ସହାୟତା କରୁଛି ତାହା ତ ପିସିସି ସଭାପତି ଜାଣିଥିବେ l ହେଲେ ଏହା ବିଜେଡି ନେତାଂକୁ ବେଶ ଉତ୍ସାହିତ କରିଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles