ଖସିଲେ ନବୀନ, ଉଠିଲେ ଧର୍ମେନ୍ଦ୍ର…

- Advertisement -

ଭୁବନେଶ୍ୱର :ଦ ଇଣ୍ଡିଆନ୍ ଏକ୍ସପ୍ରେସ୍’ ତରଫରୁ କରାଯାଇଥିବା ‘ମୋଷ୍ଟ ପାୱାରଫୁଲ୍ ଇଣ୍ଡିଆନ୍ସ’ ସର୍ଭେ ରିପୋର୍ଟ ଅନୁସାରେ ପ୍ରଭାବଶାଳୀ ଭାରତୀୟ ମୁତାବକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ୧୦୦ ଜଣ ଶକ୍ତିଶାଳୀଙ୍କ ମଧ୍ୟରେ ୧୪ ନମ୍ବର ଅଛନ୍ତି l ଆଉ 39 ତମ ସ୍ଥାନରେ ଅଛନ୍ତି ନବୀନ l ଶକ୍ତିଶାଳୀ ଭାରତୀୟ ଭାବେ ଚଳିତ ବର୍ଷ ସ୍ଥାନିତ ପାଇଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles