ନବୀନ ହେଲେ ସଭାପତି….

- Advertisement -

 

ଭୁବନେଶ୍ୱର : ଓଡିଶା ରେ ବିଜେଡି ଏକ ଆଞ୍ଚଳିକ ଦଳ ହୋଇଥିଲେ ମଧ୍ୟ ସାରା ଓଡିଶା ରେ ଏବେ ନବୀନ କ୍ରେଜ ବଢ଼ିବାରେ ଲାଗିଛି l ଓଡିଶା ରେ ନବୀନ ସରକାର ଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସାମ୍ନା ରେ ବିରୋଧୀ ଦଳ ମାନଙ୍କ ସବୁ ଷ୍ଟ୍ରାଟେଜି ଯେମିତି ଆକାମୀ ହୋଇପଡିଥିବାର ଦେଖିବାକୁ ମିଳୁଛି l ନବୀନ 8ମ ଥର ପାଇଁ ବିଜେଡି ସଭାପତି ହୋଇଛନ୍ତି l


କେବଳ ସେତିକି ନୁହେଁ, ଇତିମଧ୍ୟରେ ବିଜେଡି ରାଜ୍ୟ ପରିଷଦ ଗଠନ ହୋଇସାରିଛି। ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମଧ୍ୟ ୮୦ଜଣ ପ୍ରାର୍ଥିପତ୍ର ନିର୍ବାଚିତ ହୋଇଛନ୍ତି l ଏହା ପୂର୍ବରୁ ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତି ଘୋଷଣା କରାଯାଇଥିଲା।

୧୯୯୭ରେ ବିଜେଡି ଗଠନ ହେବା ପରଠାରୁ ନବୀନ ଦଳର ରାଜ୍ୟ ସଭାପତି ଭାବେ ରହି ଆସିଛନ୍ତି। ଏ ମଧ୍ୟରେ ଦଳ ସାମ୍ନା କରିଥିବା ସମସ୍ତ ପ୍ରମୁଖ ନିର୍ବାଚନରେ ତାଙ୍କୁ ସଫଳତା ମିଳିଛି। କେବଳ ସେତିକି ନୁହେଁ, ଦଳରେ ତାଙ୍କ ନେତୃତ୍ବ ବିରୋଧରେ କୌଣସି ଶକ୍ତି ଏଯାଏ ମୁଣ୍ଡ ଟେକିନାହାନ୍ତି। ବରଂ ତାଙ୍କ ଗ୍ରହଣୀୟତା ଦଳ ବାହାରେ ବଢ଼ିଛି ଓ ଦଳ ଭିତରେ ବି। ଦଳରୁ ଯେଉଁ ନେତାମାନେ ବିଶୃଙ୍ଖଳିତ ଆଚରଣ ଯୋଗୁଁ ବିଦା ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ କୌଣସି ବିକଳ୍ପ ନ ପାଇ ଫେରିଛନ୍ତି ଏବଂ ଆଉ କେତେଜଣ ରାଜ୍ୟ ରାଜନୀତିରେ ପ୍ରାସଙ୍ଗିକତା ହରାଇଛନ୍ତି। ନବୀନ 8ଥର ସଭାପତି ହେବା ପରେ ବିଜେଡି ନେତା ଓ କର୍ମୀମାନେ ବେଶ ଉତ୍ସାହିତ ହୋଇଛନ୍ତି l 8ମ ଥର ନବୀନ ନିର୍ବାଚିତ ହେବା ପରେ ଜୟ ରୁ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ l ଜଗନ୍ନାଥ। ମୁଁ4.5 କୋଟି ଓଡ଼ିଆଙ୍କୁ ନମସ୍କାର ଓ ଧନ୍ୟବାଦ। ବିଜେଡି ଭାଇ ଓ ଭଉଣୀଙ୍କୁ ନମସ୍କାର ଓ ଧନ୍ୟବାଦ। ଆମେ ନିର୍ବାଚନ ଜିତିବା ପାଇଁ ଆସିନୁ କି ସରକାର ଗଠନ କରିବାକୁ ଆସିନୁ। fight to love the people and serve them..

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles