ନବୀନଙ୍କୁ ହୃଦୟରୁ କୃତଜ୍ଞତା : ଅର୍ଜୁନ କୁଣ୍ଡା

- Advertisement -

ଭୁବନେଶ୍ୱର : ଓଡ଼ିଶାରେ କରୋନା ମୁକାବିଲା ଏବେ ସାରା ଦେଶ ପାଇଁ ଉଦାହରଣ ସାଜିଛି l ସାମାଜିକ ଦୂରତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଇଛି l କରୋନା ନେଇ ମୁଖ୍ୟମନ୍ତ୍ରୀ ନବୀନ ଯେପରି ପଦକ୍ଷେପ ନେଲେ ତାହାକୁ ଅନ୍ୟ ରାଜ୍ୟ ଅନୁକରଣ କରିବା ଉଚିତ ବୋଲି ଖୋଦ ପ୍ରଧାନମନ୍ତ୍ରୀ କହିଥିଲେ l ଏହାପରେ ଜାତୀୟ ଗଣମାଧ୍ୟମରେ ନବୀନଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି l ଆଉ ଏହି ସମୟରେ କୋରୋନା ଲକଡାଉନ ସମୟରେ ଓଡ଼ିଶାରେ ଫସି ରହିଥିବା ଝାଡ଼ଖଣ୍ଡ ବାସିନ୍ଦାଙ୍କ ଲାଗି ହୋଇଥିବା ବ୍ୟବସ୍ଥା ଲାଗି ଓଡ଼ିଶା ସରକାକରଙ୍କୁ କୃତଜ୍ଞତା ଜଣାଇଛନ୍ତି  କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା । ସେ ଟ୍ୱଇଟ କରି ହୃଦୟର ସହ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles