ଶଙ୍କରାଚାର୍ଯ୍ୟ ମୁଖପାତ୍ରଙ୍କ ବିରୋଧରେ ସ୍ବାଧୀକାରଭଙ୍ଗ ନୋଟିସ ଦେଲେ ନରସିଂହ..

- Advertisement -

ଭୁବନେଶ୍ୱର :ଶଙ୍କରାଚାର୍ଯ୍ୟଙ୍କ ମୁଖପାତ୍ର ମନୋଜ ରଥଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଗଣମାଧ୍ୟମରେ ସେ ମୋ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ପ୍ରତ୍ୟକ୍ଷ ଓ ପରୋକ୍ଷରେ ଧମକ ଦେବାଭଳି ମନ୍ତବ୍ୟ ଦେଇଛନ୍ତି। ଗୃହରେ ଆଲୋଚନା ନ କରିବାକୁ ପରୋକ୍ଷରେ ଚାପ ପକାଇଛନ୍ତି। ବାଚସ୍ପତି କହିଲେ ଅନୁଧ୍ୟାନ କରିବି।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles