ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ ଦିନ ୧୧ ଟାରେ…

- Advertisement -

ନୂଆଦିଲ୍ଲୀ : ଦେଶ ଏବେ କରୋନା ସଙ୍କଟ ଦେଇ ଗତି କରୁଛି। ଏ ମହାମାରୀ କବକରୁ ଦେଶକୁ ଉଦ୍ଧାର କରିବାକୁ ସରକାର ମଧ୍ୟ ପ୍ରୟାସ ଜାରୀରଖିଛନ୍ତି। ଏହା ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ “ମନ କି ବାତ” ଜନସାଧାରଣଙ୍କ ସାମ୍ନାରେ ରଖିବେ। ଲକ୍ ଡାଉନ ସମୟରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମନ କି ବାତ କାର୍ଯ୍ୟକ୍ରମ କରୁଛନ୍ତି। ଯାହାକି ମୋଦି ଟୁଇଟ କରି ଜଣାଇଛନ୍ତି। ଆଜି ଦିନ ୧୧ ଟା ବେଳେ ଏହି କାର୍ଯ୍ୟକ୍ରମ ହେବ। ଏହାସହ ସମସ୍ତେ ନିଜର ବାର୍ତା ମଧ୍ୟ 1800-11-7800 ରେ ରେକର୍ଡ କରି ପଠାଇ ପାରିବେ । ଏଥିସହିତ ନମୋ ଆପ୍‌ ବା ମାଇଗଭ ରେ ମଧ୍ୟ ଲେଖିକି ପଠାଇପାରିବେ ବୋଲି ମୋଦି ଟୁଇଟ୍‌ରେ ଉଲ୍ଲେଖ କରିଥିଲେ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles