କରୋନା ବିଜୟୀ ପାଇଁ ମୋଦିଙ୍କ ୭ ମନ୍ତ୍ର….

- Advertisement -

କରୋନାକୁ ହରାଇବା ପାଇଁ ମୋଦିଙ୍କ ସପ୍ତସୂତ୍ରୀ –
1.ବୟସ୍କ ବ୍ୟକ୍ତିଙ୍କ ଅଧିକ ଯତ୍ନ ନିଅନ୍ତୁ
2. ଘରେ ରୁହନ୍ତୁ ଓ ସାମାଜିକ ଦୂରତ୍ୱ ବଜାୟ ରଖି ଘରେ ତିଆରି ମାସ୍କ ବ୍ୟବହାର କରନ୍ତୁ
3. ଏହି ସମୟରେ କୌଣସି କର୍ମଚାରୀଙ୍କ ଚାକିରୀରୁ ବାହାର କରନ୍ତୁ ନାହିଁ
4. ଆରୋଗ୍ୟ ସେତୁ ଆପ ଡାଉନଲୋଡ଼ କରନ୍ତୁ
5. ଗରିବ ଲୋକଙ୍କୁ ସହାୟତା ଦିଅନ୍ତୁ
6. ଅସୁବିଧା ଥିବା ବ୍ୟକ୍ତିଙ୍କୁ ଘରଭଡା ପାଇଁ ଘରୁ ବାହାର କରନ୍ତୁ ନାହିଁ
7. କରୋନା ଯୋଦ୍ଧାଙ୍କ ଆଦର, ସ୍ନେହ ଓ ଯତ୍ନ କରନ୍ତୁ

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles