ମେ ୩ ଯାଏଁ ବଢ଼ିଲା ଦେଶର ଲକ୍ ଡାଉନ..

- Advertisement -

ନୂଆଦିଲ୍ଲୀ : ଆଜି ଦେଶବାସିଙ୍କୁ ସାମ୍ବଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାସହ ଲକଡାଉନକୁ ମେ ୩ ଯାଏଁ ବୃଦ୍ଧି କରାଯାଇଥିବା ସେ କହିଛନ୍ତି । ଦେଶରେ ଗତ ମାର୍ଚ୍ଚ ୨୫ରୁ ଲାଗୁ ହୋଇଥିଲା ବର୍ତ୍ତମାନ ଦେଶର କରୋନା ସ୍ଥିତିକୁ ଦେଖି ଏପରି ବଡ଼ ନିଷ୍ପତ୍ତି ନିଆଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ସାରାଦେଶରେ କରୋନା ସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ୨୧ଦିନିଆ ଲକ୍ଡାଉନ୍ ଘୋଷଣା କରିଥିଲେ । ଯାହା ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ଅପ୍ରେଲ୍ ୧୪ପର୍ଯ୍ୟନ୍ତ ଥିଲା । ତେବେ ଗତ ୨୬ଦିନ ମଧ୍ୟରେ ଦେଶବାସୀଙ୍କୁ ଚାରିଥର ସମ୍ବୋଧନ କରିଛନ୍ତି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles