ଆଜି ମହାଳୟା : ନାଭିଗୟାରେ ପିଣ୍ଡଦାନ ପାଇଁ ବିରଜା ପୀଠରେ ଭିଡ…

- Advertisement -

ଯାଜପୁର : ଆଜି ମହାଳୟା । ମହାଳୟାରେ ବିରଜା ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ପିତୃପକ୍ଷଙ୍କୁ ଶ୍ରାଦ୍ଧ ଦେଇ ଛନ୍ତି । ବିଶ୍ୱାସ ରହିଛି ଏହି ଦିନ ପିଣ୍ଡ ଦାନ କଲେ ପିତୃପକ୍ଷ ମାନେ ପିଣ୍ଡ ପାଇଥାନ୍ତି l ଖାସ ସେଥିଲାଗି ଏହି ଦିନରେ ରାଜ୍ୟର ବିଭିନ୍ନ କୋଣରୁ ଶହ ଶହ ଶ୍ରଦ୍ଧାଳୁ ଆସିଛନ୍ତି l ମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ବ୍ୟାପକ ବ୍ୟବସ୍ତା କରାଯାଇଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles