ଲକ୍ ଡାଉନ ୪.୦:ମେ ୩୧ ଯାଏଁ ବୃଦ୍ଧି: କଣ ନିୟମ ପଢନ୍ତୁ…

- Advertisement -

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାରଙ୍କ ତରଫରୁ ଲକ୍ ଡାଉନକୁ ବୃଦ୍ଧି କରାଯାଇଛି।ଦେଶରେ ଲକ୍ ଡାଉନ ୪.୦ ଲାଗୁହୋଇଛି।ସରକାର ଏହାକୁ ମେ ୩୧ ଯାଏଁ ବଢ଼ାଇଛନ୍ତି। ତେବେ ଆସନ୍ତୁ ଜାଣିବା।ଏହି ସମୟରେ କଣ କଟକଣା ଜାରି କରିଛନ୍ତି ସରକାର-
●ସ୍କୁଲ, କଲେଜ ହୋଟେଲ, ସିନେମା ହଲ, ରେଷ୍ଟୁରାଂଟ, ଜିମ, ସୁଇମିଂପୁଳ, ପାର୍କ, ଥିଏଟର, ବାର୍ ଆଦି ବନ୍ଦ ରହିବ ।
●ଧର୍ମାନୁଷ୍ଠାନ ଗୁଡିକ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ ।
●ଘରୋଇ ଓ ଆର୍ନ୍ତଜାତୀୟ ବିମାନ ସେବା ମଧ୍ୟ ବନ୍ଦ ରହିବ ।
●ସର୍ବସାଧାରଣ ସ୍ଥାନରେ ମଦ ପାନ, ଗୁଟଖା ଖାଇବା ମନା ।
●ମେଟ୍ରେସେବା ଉପରେ କଟକଣା ଲଗାଯାଇଛି ।
●ରାଜ୍ୟ ଓ ରାଜ୍ୟ ଭିତରେ ବୁଝାମଣା ମଧ୍ୟରେ ବସ ଚାଲିବ ।
●ସର୍ବ ସାଧାରଣ ସ୍ଥାନ ଓ କାର୍ଯ୍ୟକ୍ଷେତ୍ରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
●ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ କର୍ଫ୍ୟୁ ଜାରି ରହିବ ।
●କଟେଂନମେଂଟ ଜୋନ୍‌ରେ ଅଧିକ କଟକଣା ଲାଗୁ ହେବ ।
●କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଗତିବିଧିକୁ ଅନୁମତି ମିଳିବ ।
●ମାଲ ପରିବହରେ କୌଣସି ରୋକ ଲଗାଯାଇନାହିଁ
●ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ କର୍ଫ୍ୟୁ ଜାରି ରହିବ ।
● ସ୍କୁଲ କଲେଜ ସବୁ ବନ୍ଦ ରହିବ।କେବଳ ଅନଲାଇନ ମଧ୍ୟରେ ପାଠ ପଢ଼ାହେବ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles