ଭୁବନେଶ୍ୱର : ବଡ ଘୋଷଣା କଲେ ମୁଖ୍ୟ ଶାସନ ସଚିବ l 3ଟି ଜିଲ୍ଲା ଯାଜପୁର, ଭଦ୍ରକ, ବାଲେଶ୍ୱର ସଂପୃଣ୍ଣ ସଟ ଡାଉନ କରାଯିବ l ଆଜି ରାତି 10ଟା ରୁ ଏହା ବନ୍ଦ ରହିବ l