୨୦୨୪ ରେ ବିରୋଧୀ ଶୁନ୍ୟ ହେବ ଓଡ଼ିଶା…

- Advertisement -

() ୨୦୨୪ ରେ ବିରୋଧୀ ଶୁନ୍ୟ ହେବ ଓଡ଼ିଶା। ବିଜେଡି ୧୪୭ ବିଧାୟକ ଓ ୨୧ ସାଂସଦ ପଦ ହାତେଇବ। ବିଜେଡି ସଙ୍ଗଠନ ତୃନ୍ମୂଲ ସ୍ତରରେ ସୁଦୃଢ ହୋଇଛି,ଲୋକଙ୍କ ସମସ୍ୟା ସହ ଯୋଡ଼ି ହୋଇଛି ବିଜେଡି। ବିରୋଧୀଙ୍କ କିଛି ହାୱା କାମ ଦେବନି। ଜାତୀୟ ଗଣମାଧ୍ୟମ ସର୍ଭର ରିପୋର୍ଟ କୁ ନେଇ ପ୍ରଶ୍ନରେ ଉତ୍ତର ରଖିଲେ ରାଜସ୍ଵ ମନ୍ତ୍ରୀ ପ୍ରମିଳା ।

ବିଜେପି ସ୍ବପ୍ନ ଦେଖୁଛି ସ୍ବପ୍ନ ପୁରଣ ହେବନି।ପଞ୍ଚାୟତ ଓ ପୌର ନିର୍ବାଚନ ସଫା ହୋଇଗଲେ। ଆଗକୁ ସାଧାରଣ ନିର୍ବାଚନର ବି ସଫା ହୋଇଯିବେ ।ଓଡ଼ିଆ ଝିଅକୁ ରାଷ୍ଟ୍ରପତି ପର୍ଥୀ କରାଗଲା ପବିଜେଡି ସମର୍ଥନ ଦେଲା। ଏହି ଏହାକୁ ନେଇ ବିଜେପି ବିପେପି ଶକ୍ତି ବୃଦ୍ଧି ପାଇବ ବୋଲି ଭାବିବା ଭୁଲ । ରାଜ୍ୟରେ କଂଗ୍ରେସ ବିଜେପି ଏକ ହୋଇଯାଇଛନ୍ତି। ବିଜେଡି ଯେତିକି ଭୋଟ ପାଇଥିଲା ତାହା ବଢ଼ିଛି। କିନ୍ତୁ କଂଗ୍ରେସ ଭୋଟ ବିଜେପି କୁ ଯାଇଛି । କଂଗ୍ରେସ ସେମାନେ ଲଢ଼ିବା ଅବସ୍ଥାରେ ନାହାନ୍ତି। ତାଙ୍କ ଭୋଟ ଫେରାଇ ଆଣାନ୍ତୁ।

କେନ୍ଦ୍ରମନ୍ତ୍ରୀ ମାନେ ଘନ୍ ଘନ୍ ଓଡ଼ିଶା ଗସ୍ତ କରୁଚନ୍ତି,ଏହାର ପ୍ରଭାବ ପଡ଼ିବକି ପ୍ରଶ୍ନରେ ଉତ୍ତର ରେ କହିଚନ୍ତି ” କେନ୍ଦ୍ର ମନ୍ତ୍ରୀ ଡେରା ପକାଇଲେ କିଛି ଅସୁବିଧା ନାହିଁ। ଏହାର କିଛି ପ୍ରଭାବ ପଡ଼ିବନି। ସେମାନେ ଆସି ଲୋକଙ୍କ ସମସ୍ୟା ସମାଧାନ କରୁନାହାନ୍ତି ବରଂ ସମାସ୍ୟ ସୃଷ୍ଟି କରୁଛନ୍ତି।।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles