ବର୍ଷା ଓ ତା ନିରବତା …

 

() ନିରବତା ସବୁବେଳେ କିଛି  କହୁଥାଏ । ତାହାକୁ ବୁଝିବା ଏତେ ସହଜ ନୁହେଁ ।  ନିରବତା ଝଡ଼ ସୃଷ୍ଟି କରେ, ପୁଣି ପଥରକୁ ବି ତଳଳେଇ ଦିଏ ନିମିଶକରେ l  ସେଥିପାଇଁ ତ କଥାରେ ଅଛି ଗରଜିଲା ମେଘ ବରଷେ ନାହିଁ । ହେଲେ ହଠାତ   ଆକାଶରେ ଘୋଟିଆସେ କଳାମେଘ । ସାଙ୍ଗେ ସାଙ୍ଗେ ବରଷେ । ଠିକ  ସେଦିନ ମୁନା ମନରେ ଏମିତି କିଛି ନିରବତା ତା ଜୀବନର ମୋଡ଼ ବଦଳାଇ ଦେଇଥିଲା । କିଛି ଗୋଟେ ଭାବିବା ପୂର୍ବରୁ ସେ  ସେ ଯେ ବର୍ଷା ପ୍ରେମରେ ପଡ଼ିଯାଇଥିଲା  ତାହା ହୃଏତ ସେଦିନ ରାତିର ନିବବତାରେ ମନେମନେ କଥା ହେଉଥାଏ ମୁନା ।

ଆରେ ବର୍ଷା କଣ ନିରବତାର ପ୍ରତୀକ । ସେ ତ ଚୁଲୁବୁଲି, ଫୁଲେଇ ,ପୁଣି ମନ ମୋଟାଣିଆ ଝିଅଟିଏ । ତା ପାଖରେ ଫେସନ ଅଛି , ପୁଣି ଗାଁଉଲି ଝିଅର ଠାଣି ବି କିଛି କମ ନାହିଁ । ସେ କେବେ ମଡ଼େଲ ତ କେତେ ଗାଁର ବାଇଆଣୀ । ସବୁବେଳେ ଚୁପ ଚାପ ରହୁଥିବା ବର୍ଷାର ନିରବତା ଯେ ପଥର ପରି ମୁନାର ମନରେ ଝଡ଼ ସୃଷ୍ଟି କରିପାରିଛି ନିରବ ଅନ୍ଧାର ରାତିରେ ମୁନା ହିଁ କେବଳ ତାହାଅନୁୂଭବ କରିଛି ।  ଯେମିତି ତାର ନିରବତା ଏକ ନୂଆ ଭାଷାକୋଷ ସୃଷ୍ଟି କରିଛି ମୁନାର ମନରେ । ସବୁ  କିଛି ବୁଝୁଛି , ଜାଣୁଛି ସେ । ହେଲେ ବର୍ଷା ଯେମିତି ନିରବତାକୁ ଭଲ ପାଏ ସେ ବି ନିରବ ରହୁଛି । ଏକଥା ବର୍ଷା ବୁଝେ କି ନାହିଁ, ମୁନା ଜାଣେନା । ହେଲେ ମୁନା ତ ବର୍ଷା ପରି ନିରବତାରେ ସବୁକିଛି କହିବାକୁ ଚାର୍ହେଁ । ଯେମିତି ଲୁଚିଲୁଚି ବର୍ଷାକୁ ସେ ଏହି ନିରବତାରେ ଦେଖୁଛି, କଥା ହେଉଛି ଆଉ ସୁଖ ଦୁଃଖ ବି ହେଉଛି । ମନେ ମନେ ପଚାରୁଛି କଣ ବର୍ଷା  ଏହି ଜନଗହଳି କୋଳାହାର  ଛଳନାର ଦୁନିଆରେ ଭିତରେ ଆମର ଏହି ନିରବତା   ବହୁତ ଭଲ । କାରଣ ତମେ ତ ସେମିତିକା ଝିଅଟିଏ ।ବର୍ଷା ଓ ତା ନିରବତା …
ନିରବତା ସବୁବେଳେ କିଛି କହୁଥାଏ । ତାହାକୁ ବୁଝିବା ଏତେ ସହଜ ନୁହେଁ । ନିରବତା ଝଡ଼ ସୃଷ୍ଟି କରେ, ପୁଣି ପଥରକୁ ବି ତଳଳେଇ ଦିଏ ନିମିଶକରେ l ସେଥିପାଇଁ ତ କଥାରେ ଅଛି ଗରଜିଲା ମେଘ ବରଷେ ନାହିଁ । ହେଲେ ହଠାତ ଆକାଶରେ ଘୋଟିଆସେ କଳାମେଘ । ସାଙ୍ଗେ ସାଙ୍ଗେ ବରଷେ । ଠିକ ସେଦିନ ମୁନା ମନରେ ଏମିତି କିଛି ନିରବତା ତା ଜୀବନର ମୋଡ଼ ବଦଳାଇ ଦେଇଥିଲା । କିଛି ଗୋଟେ ଭାବିବା ପୂର୍ବରୁ ସେ ସେ ଯେ ବର୍ଷା ପ୍ରେମରେ ପଡ଼ିଯାଇଥିଲା ତାହା ହୃଏତ ସେଦିନ ରାତିର ନିବବତାରେ ମନେମନେ କଥା ହେଉଥାଏ ମୁନା ।
ଆରେ ବର୍ଷା କଣ ନିରବତାର ପ୍ରତୀକ । ସେ ତ ଚୁଲୁବୁଲି, ଫୁଲେଇ ,ପୁଣି ମନ ମୋଟାଣିଆ ଝିଅଟିଏ । ତା ପାଖରେ ଫେସନ ଅଛି , ପୁଣି ଗାଁଉଲି ଝିଅର ଠାଣି ବି କିଛି କମ ନାହିଁ । ସେ କେବେ ମଡ଼େଲ ତ କେତେ ଗାଁର ବାଇଆଣୀ । ସବୁବେଳେ ଚୁପ ଚାପ ରହୁଥିବା ବର୍ଷାର ନିରବତା ଯେ ପଥର ପରି ମୁନାର ମନରେ ଝଡ଼ ସୃଷ୍ଟି କରିପାରିଛି ନିରବ ଅନ୍ଧାର ରାତିରେ ମୁନା ହିଁ କେବଳ ତାହାଅନୁୂଭବ କରିଛି । ଯେମିତି ତାର ନିରବତା ଏକ ନୂଆ ଭାଷାକୋଷ ସୃଷ୍ଟି କରିଛି ମୁନାର ମନରେ । ସବୁ କିଛି ବୁଝୁଛି , ଜାଣୁଛି ସେ । ହେଲେ ବର୍ଷା ଯେମିତି ନିରବତାକୁ ଭଲ ପାଏ ସେ ବି ନିରବ ରହୁଛି । ଏକଥା ବର୍ଷା ବୁଝେ କି ନାହିଁ, ମୁନା ଜାଣେନା । ହେଲେ ମୁନା ତ ବର୍ଷା ପରି ନିରବତାରେ ସବୁକିଛି କହିବାକୁ ଚାର୍ହେଁ । ଯେମିତି ଲୁଚିଲୁଚି ବର୍ଷାକୁ ସେ ଏହି ନିରବତାରେ ଦେଖୁଛି, କଥା ହେଉଛି ଆଉ ସୁଖ ଦୁଃଖ ବି ହେଉଛି । ମନେ ମନେ ପଚାରୁଛି କଣ ବର୍ଷା ଏହି ଜନଗହଳି କୋଳାହାର ଛଳନାର ଦୁନିଆରେ ଭିତରେ ଆମର ଏହି ନିରବତା ବହୁତ ଭଲ । କାରଣ ତମେ ତ ସେମିତିକା ଝିଅଟିଏ ।

ନବୀନଙ୍କ ନେତୃତ୍ୱରେ ଗଢାଯିବ ନୂଆ ଓଡ଼ିଶା ; ପ୍ରଣବ କହିଲେ -ଶୋଷଣ, ଭାଷଣ ନୁହେଁ, ଏବେ ବିକାଶ ହିଁ ବିକାଶ …

ନବୀନଙ୍କ  ନେତୃତ୍ୱରେ ଗଢାଯିବ ନୂଆ ଓଡ଼ିଶା ; ପ୍ରଣବ କହିଲେ -ଶୋଷଣ, ଭାଷଣ ନୁହେଁ, ଏବେ ବିକାଶ ହିଁ ବିକାଶ .., 

ସୁନ୍ଦରଗଡ ହେଲା ସବୁଜମୟ…

ସଂଗଠନକୁ ଅଧିକ ଶକ୍ତିଶାଳୀ କରିଛନ୍ତି ପ୍ରଣବ

କର୍ମୀ ଓ ନେତାଙ୍କୁ ଦେଉଛନ୍ତି ନବୀନଙ୍କ ମନ୍ତ୍ର

() ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର ସଫଳତା, ହକିକୁ ସାରା ବିଶ୍ୱରେ ନୂଆ ପରିଚୟ ଦେଇଛି ଓଡ଼ିଶା । ପୁଣି ମହାମାରୀ କରୋନାର ସଫଳ ମୁକାବିଲା । ନବୀନଙ୍କ ନେତୃତ୍ୱକୁ  ରାଜ୍ୟ କି ଦେଶ ନୁହେଁ  ପୁରାବିଶ୍ୱ ମାନିଛି । ସବୁ କ୍ଷେତ୍ରରେ ଆଗେଇ ଚାଲିଛି ଓଡ଼ିଶା । ଏବେ ସମୟ  ନୂଆ ଓଡ଼ିଶା ଗଢିବା । ରାଜଧାନୀରେ ନୁହେଁ, ଗାଁରେ ଚାଲିବ ସରକାର । ଅନ୍ୟଦଳ ପରି ଭୋଟର ମୂଲ୍ୟକୁ ଜୁମଲା କରିବା ପାଇଁ ନୁହେଁ, ବଂର ପ୍ରତ୍ୟେକ ଭୋଟର ମୂଲ୍ୟବୋଧକୁ ବୁଝି ମୁଖ୍ୟମନ୍ତ୍ରୀ ପରି କାମରେ ପରିଣତ କରିବା । ସବୁବେଳେ ଲୋକଙ୍କ ସହ ରହିବା ସୁଖ ଦୁଃଖର ସାଥି ହୋଇ ନୂଆ ଓଡ଼ିଶା ଗଠନରେ ଜଣେ ଜଣେ ବିନ୍ଧାଣୀ ହେବା । ମୁଖ୍ୟମନ୍ତ୍ରୀ ନେତୃତ୍ୱ ନେବାର ପ୍ରଥମ ଦିନରେ  ନିର୍ବାଚନୀ ଇସ୍ତାହାରକୁ କାର୍ଯ୍ୟକାରୀ କରି ଲୋକଙ୍କ ଭୋଟର ଋଣ ସୁଝନ୍ତି l  ଠିକ ସେହିପରି ଆପଣମାନେ ଏବେ ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶା ଗଠନର କାର୍ଯ୍ୟକୁ ପ୍ରଥମ ଦିନରୁ କାମରେ ପରିଣତ କରି ଦେଖାନ୍ତୁ ।

ସୁନ୍ଦରଗଡ଼ର କୋଇଡ଼ାରେ ବିଜେଡ଼ିର ମହାମିଶ୍ରଣ ପର୍ବରେ ଯୋଗଦେଇ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଉପସ୍ଥିତ ନେତାକୁ ନିଜର ଅଭିଭାଷଣରେ ଏପରି ସଂକଳ୍ପ କରାଇଥିଲେ । ଦୁଇ ଜାତୀୟ ଦଳକୁ  ଟାର୍ଗେଟ କରି ପ୍ରଣବ କହିଥିଲେ ଯେ ୫୦ ବର୍ଷ ଧରି ଦେଶରେ ଶୋଷଣର ସରକାର ଚାଲିଥିଲା, ନିର୍ବାଚନ ଜିତିବା ପରେ କେବଳ ନେତାଏ ଶୋଷଣରେ ମାତିଥିଲେ । ଏବେ ୭ବର୍ଷ ଧରି ଦେଶରେ ଚାଲିଛି ଭାଷଣର ସରକାର । ମିଥ୍ୟା ପ୍ରଚାର କରାଯାଉଛି । ଲୋକଙ୍କୁ ନିର୍ବାଚନ ସମୟରେ ଭାଷଣରେ ସ୍ୱପ୍ନର ପାହାଡ଼ ଛିଡ଼ା କରାଯାଉଛି । ୨୦୧୯ରେ ବି ରାଜ୍ୟରେ ଅନେକ କେନ୍ଦ୍ରୀୟ ନେତା ଏହି ସ୍ୱପ୍ନ ଦେଖାଇ ଆପଣର ମୂଲ୍ୟବାନ ଭୋଟ  ନେଲେ । ଦିଲ୍ଲୀ ଗାଦିରେ ବସିଲା ପରେ ସେ ସବୁ ଜୁମଲାରେ ପରିଣତ ହେଲା । ମିଥ୍ୟା କଥାରେ ଆପଣମାନେ ଯାହାକୁ ଦିଲ୍ଲୀ ପଠାଇଲେ ସେମାନେ ଚାଷୀଙ୍କ କଥା ତ କହିଲେନି, ବଂର ଆପଣଙ୍କର ଘର  ପାଇବା ବାଟ ବନ୍ଦ କରିଦେଲେ । ହେଲେ ନବୀନ ସରକାର ହେଉଛି କଥା କମ , କାମ ଅଧିକ କରିବାର ସରକାର । ଯାହା କହନ୍ତି ତାହା କରନ୍ତି । ଭୋଟର ମୂଲ୍ୟ ବୁଝନ୍ତି, ତେଣୁ ସବୁବେଳେ  ମୋ ସରକାର କଥା କହନ୍ତି ।  ନବୀନ ସରକାର ହେଉଛି ଲୋକଙ୍କ ସରକାର । ସବୁବେଳେ ମୁଖ୍ୟମନ୍ତ୍ରୀ ଆମକୁ କହନ୍ତି ରାଜଧାନୀ ନୁହେଁ, ଗାଁକୁ ଯାଇ ରୁହ ।  ଗାଁ କଥାରେ ସରକାର ଚାଲିବ ।  ଯେଉଁମାନେ ଆପଣମାନଙ୍କୁ ଠକିଛନ୍ତି , ଆପଣଙ୍କ ଭୋଟର ମୂଲ୍ୟବୋଧକୁ ବୁଝିନାହାନ୍ତି , ଏବେ ସମୟ ଆସିଛି ସେମାନଙ୍କୁ ଗାଁ ଦାଣ୍ଡରେ , ଛକରେ ଜବାବ ଦେବା ପାଇଁ । ମିଥ୍ୟା ପ୍ରଚାରର ଦୃଢ ଜବାବ ଦିଅ । କାରଣ ଏବେ ୫୦ ବର୍ଷର ଶୋଷଣ, କି ୭ ବର୍ଷର ଭାଷଣ ସରକାର ଚାଲିବନି, କେବଳ  ବିକାଶ ହିଁ ବିକାଶର  ସରକାର ଚାଲିବ । ଯାହା ନବୀନ ପଟ୍ଟନାୟକ ହିଁ ଦେଇଚାଲିଛନ୍ତି ।

କେବଳ ଏମିତିକିରେ ପ୍ରଣବଙ୍କ ଅଭିଭାଷଣ ସରିନଥିଲା  । କୋଇଡ଼ାରେ ବିଜେଡ଼ି ପ୍ରତି ଓ ନବୀନଙ୍କ ପ୍ରତି ଲୋକଙ୍କ ଭଲ ପାଇବା  ତାଙ୍କୁ ଅଧିକ ଉତ୍ସାହିତ କରିଥିଲା । ଏହି ଅବସରରେ ପ୍ରଣବ କହିଥିଲେ ଯେ ସୁନ୍ଦରଗଡ଼ର କୋଇଡ଼ାରୁ  ପରିବର୍ତ୍ତନର ସ୍ୱର ଆରମ୍ଭ ହୋଇଛି । ଯାହା ପୁରା ଓଡ଼ିଶାକୁ ନୂଆ ଦିଗଦର୍ଶନ ଦେବ ।  ଏହି  ମିଶ୍ରଣ ପର୍ବରେ ବଣେଇ ନିର୍ବାଚନ ମଣ୍ଡଳୀର ବିଜେପି, କଂଗ୍ରେସ, ଓ ସିପିଆଇ (ଏମ) କର୍ମୀ ଓ ନେତମାନେ ସାମିଲ୍ ହୋଇଥିଲେ l

ନୂଆଁଖାଇରେ ଝଲସିଲା ମା’ସମଲେଶ୍ୱରୀ ପୀଠ…

{}ମା’ ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
‘ନୂଆଁଖାଇ ଭେଟଘାଟ’ରେ କଳା ଓ ସଂସ୍କୃତିର ଝଲକ ଦେଖାଇଲେ କଳାକ
{}ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ମା’ ସମଲେଶ୍ୱରୀ ମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ‘ନୂଆଁଖାଇ ଜୁହାର’ ଜଣାଇବା ସହ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’ ଏଠାକୁ ଆସୁଥିବା ଭକ୍ତମାନଙ୍କୁ ସମ୍ବଲପୁର ତଥା ଓଡ଼ିଶାର ଗୌରବମୟ ଇତିହାସ ବିଷୟରେ ପରିଚିତ କରାଇବ ବୋଲି କହିଛନ୍ତି।
ଭର୍ଚୁଆଲ ମୋଡରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ସମ୍ବଲପୁରୀ ଭାଷାରେ ମିଠାସ୍ ରହିଛି। ସମ୍ବଲପୁରୀ ଭାଷାରେ ଆମର ବନ୍ଧୁମାନେ ଯେତେବେଳେ କଥା ହୁଅନ୍ତି ତାହା ତାଙ୍କୁ ବହୁତ ଭଲ ଲାଗେ। ସମ୍ବଲପୁରୀ ଗୀତ ସାରା ଦେଶରେ ପ୍ରସିଦ୍ଧ। ସମ୍ବଲପୁରୀ ନୃତ୍ୟ ଓ ଗୀତ ଅତି ମନଛୁଆଁ । ସମ୍ବଲପୁରୀ ଶାଢ଼ୀ କେବଳ ଓଡ଼ିଶାରେ ନୁହେଁ ସାରା ଭାରତର ଗୌରବ ବୃଦ୍ଧି କରିଛି ।
କବି ଗଙ୍ଗାଧର ମେହେରଙ୍କ ଅମରକୃତି ଓଡ଼ିଆ ଭାଷା ଓ ସାହିତ୍ୟକୁ କାଳଜୟୀ କରିଛି । ସଂଗ୍ରାମ ଓ ସଂସ୍କୃତିର ମହାନପୀଠ ହେଉଛି ସମ୍ବଲପୁର ।
ଦେଶ ଓ ଜାତି ପାଇଁ ବୀରସୁରେନ୍ଦ୍ର ସାଏଙ୍କ ତ୍ୟାଗ ଓ ସଂଗ୍ରାମ ତାଙ୍କୁ କିମ୍ବଦନ୍ତୀ କରି ଗଢ଼ିଛି । ସେ ଥିଲେ ଅଜେୟ ।
ହୀରାକୁଦଠାରୁ ଆରମ୍ଭ କରି ଦେବ୍ରିଗଡ଼ ଅଭୟାରଣ୍ୟ, ହୁମାଗଙ୍ଗ ମନ୍ଦିର, ହରିଶଙ୍କର, ନୃସିଂହନାଥ- ଏସବୁ ହେଉଛି ଆମ ଓଡ଼ିଶାର ପ୍ରତିଷ୍ଠିତ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ । ନୃସିଂହନାଥ ଓ ହରିଶଙ୍କର ମନ୍ଦିରର ବିକାଶ ପାଇଁ ଆମେ ଯୋଜନା କରିଛୁ ।ସମଲେଶ୍ୱରୀ ପୀଠର ବିକାଶ ପାଇଁ କାମ ଆରମ୍ଭ ହୋଇଛି । ଏହି ରୂପାନ୍ତରଣରେ ସବୁଠୁ ଅଧିକ ଉପକାର ପାଇବେ ସ୍ଥାନୀୟ ଲୋକମାନେ ।ଏହି ରୂପାନ୍ତରର ଲକ୍ଷ୍ୟ ହେଉଛି – ଆମ ସଂସ୍କୃତି, ପରମ୍ପରାକୁ ବିଶ୍ୱମୁଖୀ କରି ଅର୍ଥନୀତିକୁ ସମୃଦ୍ଧ କରିବା । ମା’ ସମଲେଶ୍ୱରୀ ପୀଠକୁ ଲକ୍ଷଲକ୍ଷ ଭକ୍ତ ଆସୁଛନ୍ତି । ଏହି ରୂପାନ୍ତରଣ ସେମାନଙ୍କୁ ପବିତ୍ର ଅନୁଭବ ଦେବାରେ ସାହାଯ୍ୟ କରିବ । ଆପଣମାନଙ୍କ ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଖୁବଶୀଘ୍ର ଆଗକୁ ବଢ଼ିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ।
ଏହି ଉଦଘାଟନ କାର୍ଯ୍ୟକ୍ରମରେ ମାନ୍ୟବର ପର୍ଯ୍ୟଟନ, ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ , ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, ମା’ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ସଭାପତି ସଞ୍ଜୟ କୁମାର ବାବୁ, ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସାକସେନା, ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ କୁମାର ମହାନ୍ତି,ସମ୍ବଲପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ(ଡିଆରଡିଏ), ସମ୍ବଲପୁର ଉପଜିଲ୍ଲାପାଳ ମୟୂର ସୂର୍ଯ୍ୟବଂଶୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହେମନ୍ତ ପ୍ରଧାନଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ।
ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ ନିମନ୍ତେ ସାଢ଼େ ୭କୋଟି ଟଙ୍କା ବ୍ୟୟ କରାଯାଇଛି । ପ୍ରାୟ ୩୭ମିନିଟର ଏହି ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’କୁ ଉଭୟ ଓଡ଼ିଆ ଓ ହିନ୍ଦି ଭାଷାରେ ଶ୍ରଦ୍ଧାଳୁମାନେ ଉପଭୋଗ କରିପାରିବେ । ସମ୍ବଲପୁର ଓ ଷୋଡ଼ଶ ଶତାବ୍ଦୀର ପ୍ରସିଦ୍ଧ ଏହି ମା’ ସମଲେଶ୍ୱରୀ ମନ୍ଦିରର ଗୌରବମୟ ଇତିହାସ ସମ୍ପର୍କରେ ଶ୍ରଦ୍ଧାଳୁମାନେ ଜାଣିବାର ସୁଯୋଗ ପାଇବେ। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକମାନଙ୍କର ଗବେଷଣାତ୍ମକ ତଥ୍ୟକୁ ଏହି ଶୋ’ରେ ଜୀବନ୍ତ ରୂପ ଦେବାକୁ ପ୍ରୟାସ କରାଯାଇଛି। ପଦ୍ମ ପୁରସ୍କାରପ୍ରାପ୍ତ କବି ଶ୍ରୀଯୁକ୍ତ ହଳଧର ନାଗଙ୍କ କବିତା ଓ ପଙ୍କଜ ଜାଲଙ୍କ ସଙ୍ଗୀତ ଏହାକୁ ଅଧିକ ମନ୍ତ୍ରମୁଗ୍ଧ ଓ ପବିତ୍ର ସ୍ପର୍ଶ ଦେଇଛି।
ନୂଆଁଖାଇ ଅବସରରେ ପଶ୍ଚିମଓଡ଼ିଶାର କଳାକାରମାନଙ୍କୁ ନେଇ ଭର୍ଚୁଆଲ ମୋଡରେ ସାଂସ୍କୃତିକ କାର୍ଯ୍ୟକ୍ରମ ‘ନୂଆଁଖାଇ ଭେଟଘାଟ’ ଅନୁଷ୍ଠିତ ହେଉଛି । ପଶ୍ଚିମ ଓଡ଼ିଶାର ୫ଟି ଜିଲ୍ଲାର ୯ଟି ଟିମ୍ ଏହି ଲୋକନୃତ୍ୟ, କଳା ଓ ସଂସ୍କୃତିର ପ୍ରଦର୍ଶନ କରିଛନ୍ତି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଉଦ୍ୟମରେ ଏହି ନୂଆଁଖାଇ ଭେଟଘାଟରେ ପଶ୍ଚିମଓଡ଼ିଶାର କଳାକାରମାନେ ନିଜ ଅଂଚଳର ପାରମ୍ପରିକ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ। ଯାହାକୁ ସମସ୍ତେ ଟେଲିଭିଜନ ମାଧ୍ୟମରେ ଦେଖିବାର ସୁଯୋଗ ପାଇପାରିବେ।

ରବି ଫସଲ ପାଇଁ ନୂଆଖାଇ ରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତା….

{}ରବି ଫସଲ ପାଇଁ ନୂଆଖାଇ ରେ ମିଳିଲା ମୁଖ୍ୟମନ୍ତ୍ରୀଙ୍କ କାଳିଆ ସହାୟତ

୩୭ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ଗଲା 743 କୋଟି

କୋଭିଡ ମହାମାରୀ ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ ୩୨୦୦ କୋଟିରୁ ଅଧିକ ଟଙ୍କା ସହାୟତା ପ୍ରଦାନ

ସାର ଯୋଗାଣ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ସହ
ଯୋଗାଯୋଗରେ ଅଛୁ- ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନା ଯୋଗୁଁ ଆଉ ଧାର କରଜ କରିବାକୁ ପଡୁ ନାହିଁ ହିତାଧିକାରୀ

{}ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୩୭,୧୨,୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ରବି ଫସଲ ପାଇଁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏ ଜମା କରାଯାଇଛି ।ପବିତ୍ର ନୂଆଖାଇ ଅବସରରେ ଚାଷୀ ମାନଙ୍କୁ କାଳିଆ ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀର ସମସ୍ୟା ହେଉଛି ଆମ ସମସ୍ତଙ୍କ ସମସ୍ୟା । ସାରା ରାଜ୍ୟର ସମସ୍ୟା ।ଚାଷୀର ସମସ୍ୟାକୁ କେବେ ଅଣଦେଖା କରାଯାଇପାରିବ ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାର ସଂପର୍କରେ ଦେଖା ଦେଇଥିବା ଅସୁବିଧାର ସମାଧାନ ପାଇଁ ସେ ନିଜେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି। MSP ଓ ଫସଲ ବୀମା ସଂପର୍କରେ ମଧ୍ୟ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି ସେ କହିଛନ୍ତି ।ସରକାର ସବୁବେଳେ ଚାଷୀ ମାନଙ୍କ ସାଥିରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଚଳିତ ବର୍ଷ କମ୍‌ ବର୍ଷା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଗଷ୍ଟରେ କମ୍‌ ବର୍ଷା ହୋଇଛି । ତେବେ ବର୍ତ୍ତମାନ ଭଲ ବର୍ଷା ହେଉଥିବାରୁ ଆଗକୁ ସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୃଷି ବିଭାଗର କ୍ଷେତ୍ର ଅଧିକାରୀ ମାନଙ୍କୁ ଚାଷୀ ମାନଙ୍କ ସହ ସବୁବେଳେ ସଂପର୍କରେ ରହି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କୃଷି ବିଭାଗର ପରାମର୍ଶ ଅନୁଯାୟୀ ଚାଷୀ ଭାଇମାନେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଚାଷୀ ମାନଙ୍କୁ ନୂଆଖାଇ ଶୁଭେଚ୍ଛା ଜଣାଇ କହିଥିଲେ ଯେ ନୂଆଖାଇ ହେଉଛି ମାଟି ମା ର ପର୍ବ । ଆଉ କୃଷକ ମାନେ ହେଉଛନ୍ତି ମାଟି ମା ର ସବୁଠାରୁ ବଡ ପୂଜାରୀ। ଏଭଳି ପବିତ୍ର ଦିନରେ ଚାଷୀ ମାନଙ୍କୁ ସହାୟତା ପ୍ରଦାନ କରାଯାଉଥିବାରୁ ସେ ଖୁସି ପ୍ରକାଶ କରିଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ କାଳିଆ ଯୋଜନା ଚାଷୀର କଲ୍ୟାଣ ପାଇଁ ସାରା ଦେଶରେ ସବୁଠାରୁ ଭଲ ଯୋଜନା । ଭୂମିହୀନ ଚାଷୀ ମାନଙ୍କୁ ସହାୟତା ଦେବାରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ । ଲକ୍ଷ ଲକ୍ଷ ଛୋଟ ଚାଷୀ କାଳିଆ ଯୋଜନାରେ ସବୁଠାରୁ ଅଧିକ ଉପକାର ପାଉଛନ୍ତି। କୋଭିଡ ମହାମାରୀ ଆରମ୍ଭ ହେବା ଠାରୁ ରାଜ୍ୟ ସରକାର ଏହି ଯୋଜନାରେ ଚାଷୀ ମାନଙ୍କୁ ୩୨୦୦ କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରିସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।ନୟାଗଡ଼ ରୁ କାର୍ଯ୍ୟକ୍ରମ ରେ ଯୋଗ ଦେଇ କୃଷି ମନ୍ତ୍ରୀ ଶ୍ରୀ ଅରୁଣ ସାହୂ ସରକାର ଙ୍କ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ କାଳିଆ କାର୍ଯ୍ୟକ୍ରମ ଚାଷୀ କୁଳ ପାଇଁ ସାହାରା ହୋଇଛି ବୋଲି ମତ ଦେଇଥିଲେ ।କାର୍ଯ୍ୟକ୍ରମ ରେ ସେମାନଙ୍କ ମତ ରଖି ସମ୍ଵଲପୁର ର ମକରଧ୍ବଜ ମେଣ୍ଡଳି ବରଗଡର ଲାସିମା ବିଶ୍ବାଳ ,ରାଧାକାନ୍ତ ବଲାଙ୍ଗୀର ର ରାଜକୁମାର ପ୍ରଧାନ ଓ ପରମାନନ୍ଦ ମାଝୀ କାଳିଆ ଯୋଜନାର ଉଚ୍ଚ ଫ୍ରଶସା କରିଥିଲେ ଏବଂ ଏହି ଯୋଜନା ରେ ଠିକ ସମୟରେ ସହାୟତା ମିଳୁଥବାରୁ ଆଉ ଧାର କରଜ କରିବା କୁ ପଡୁନାହିଁ ବୋଲି କହିଥିଲେ ।ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

କୃଷି ସଚିବ ଶ୍ରୀ ଏସ୍ କେ ବଶିଷ୍ଠ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଭାଗୀୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

ଟୀକା ନେଲା ପରେ ବି 20% ଙ୍କ ପାଖରେ ସୃଷ୍ଟି ହେଉନି ଆଣ୍ଟିବଡି…

( ) ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ଭିତରେ ରାଜ୍ୟର 600 ସାମ୍ପଲକୁ ଜେନମ ସିକ୍ୱେନ୍ସିଂ କରାଯାଇଥିଲା । 425 ଡେ଼ଲ୍ଟା ଭାରିଏଣ୍ଟ ବାହାରିଥିଲା । ଅନ୍ୟ ସବୁ ସାମ୍ପଲ ଅନ୍ୟ ଭାରିଏଣ୍ଟର । କୌଣସି ନୂଆ ମ୍ୟୁଟେସନ ଚିହ୍ନଟ ହୋଇନି । ଟୀକା ନେଲା ପରେ ବି 20% ଙ୍କ ପାଖରେ ସୃଷ୍ଟି ହେଉନି ଆଣ୍ଟିବଡି । ଅଧିକ ସାମ୍ପଲର ଜେନମ ସିକ୍ୱେନ୍ସିଂରେ ଓଡ଼ିଶା ଦେଶରେ 4 ନମ୍ବର । ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର 6 ହଜାର ସମ୍ପଲ ଜେନାମ ସିକ୍ୱେନ୍ସିଂ ହୋଇଛି । ଡବଲ ଡୋଜ ପରେ ବୁଷ୍ଟର କି ତୃତୀୟ ଡୋଜ ଦେବା ନେଇ ଚାଲିଛି ଅନୁଧ୍ୟାନ । ତେବେ ସମାନ କମ୍ପାନିର କିମ୍ବା ଅନ୍ୟ କମ୍ପାନିର ଡୋଜ ଦିଆଯିବ, ଏହାକୁ ନେଇ ବିଶ୍ଳେଷଣ କରାଯାଉଛି । ଖୁବଶୀଘ୍ର ଭାରତ ସରକାର ଏ ସମ୍ପର୍କରେ ଘୋଷଣା କରିବେ ।
ପାର୍ବଣରେ ଲୋକଙ୍କ ସମାଗମ ପୁଣିଥରେ ସଂକ୍ରମଣ ବଢାଇପରେ । କେରଳର ଓନମ ପର୍ବ ଏହାର ଏକ ବଡ଼ ଉଦାହରଣ । ନୂଆଖାଇ ଠାରୁ କାଳୀପୂଜା ଯାଏ ଆମକୁ ଜଗିରଖି ଚଳିବାକୁ ହେବ । ଓଡ଼ିଶାର ପରିସ୍ଥିତି ଏବେ ବହୁତ ଭଲ ଅଛି । ପଜିଟିଭ ସଂଖ୍ୟା ୬୦୦ ରୁ ୭୦୦ ଭିତରେ ରହୁଛି । ତା ଅର୍ଥ ନୁହେଁ ଆମେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଛନ୍ତି । ପର୍ବ ପର୍ବାଣୀରେ ଆମ କୁ ସତର୍କ ରହିବାକୁ ପଡିବ। ପରିସ୍ଥିତିକୁ ଦେଖିଲେ କେରଳ ଏବଂ ଉତ୍ତର ପୂର୍ବରୁ ୮୦ ପ୍ରତିଶତ କେସ ଆସୁଛି । ମହାରାଷ୍ଟ୍ରରେ ଟିକେ ବଢିଛି । ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଭଲରେ ଚାଲିଛି । ଟୀକାର ଏଫିକସି 70ରୁ 80% ରହୁଛି । 18 ବର୍ଷରୁ କମ ପିଲାଙ୍କ ପାଇଁ ସତର୍କ ରହିବାକୁ ପଡ଼ିବ ।
ରାଜଧାନୀ ଭୁବନେଶ୍ବରରେ ଅଧିକ ଗହଳି ରହୁଛି । ଅଧିକ ଲୋକଙ୍କ ଯାତାୟାତ ହେଉଛି । ଯେଉଁଥିପାଇଁ ପଜିଟିଭ ସାମାନ୍ୟ ଅଧିକ ରହୁଛି । ତେବେ ପୂର୍ବରୁ ଏଠାରେ ଦୈନିକ ସଂକ୍ରମଣ 1 ହଜାର ଉପରେ ଥିଲା । ଏବେ 200ରୁ 300 ଭିତରେ ରହୁଛି । ହଜାରରୁ 300କୁ କମ ସମୟରେ ଖସିଥାଏ । 300ରୁ କମ ହେବାକୁ ଅଧିକ ସମୟ ଲାଗେ । ଦିଲ୍ଲୀରେ ବି ଏଭଳି ସ୍ଥିତି ରହିଥିଲା । ଭୁବନେଶ୍ୱରରେ ଆଉ 10ରୁ 15 ଦିନରେ ସଂକ୍ରମଣ କମିଯିବ ବୋଲି ଆଶା ।
ବାଇଟ- ଡକ୍ଟର ଅଜୟ ପରିଡ଼ା, ନିର୍ଦେଶକ, ILS

ପୁଣି ନବୀନ ଦେଲେ ରାଜନୀତିରେ ବଡ ବାର୍ତ୍ତା : ଦଳରୁ ନିଲମ୍ବିତ ହେଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

() ନବୀନ ପଟ୍ଟନାୟକ l ୨୧ ବର୍ଷ ଧରି ଓଡ଼ିଶାର ଶାସନର ଭାର ଧରିଛନ୍ତି l ଲୋକେ ତାଙ୍କୁ ସବୁ ନିର୍ବାଚନରେ ବିଜୟୀ କରୁଛନ୍ତି । କାରଣ ସେ ସାଢ଼େ ୪କୋଟି ଓଡ଼ିଆଙ୍କ ନେତା । ବିଶୃଙ୍ଖଳା କୁ କେବେ ପ୍ରଶ୍ରୟ ଦିଅନ୍ତି ନି । ସେ ଯିଏ ବି ହେଉ ।‌ ୨୦୨୧ ବି ତାହାକୁ ସେ ପ୍ରମାଣିତ କରିଛନ୍ତି ଦଳର ନିର୍ବାଚିତ ବିଧାୟକ ଙ୍କୁ ନିଲମ୍ବିତ କରି । ବିଜେଡିରୁ ତଡା ଖାଇଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବାଲୁଗାଁ ଏନଏସି ଆଗରେ ବିଜେପି ନେତାଙ୍କୁ ପିଟିବା ତାଙ୍କ ଲାଗି ମହଙ୍ଗା ପଡିଛି । ବିଜେଡି ସୁପ୍ରିମେ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି । ବାଲୁଗାଁ ବିଜେପି ନଗର ସଭାପତି ନିରଞ୍ଜନ ସେଠୀଙ୍କୁ ମାଡ଼ ମାରିଥିଲେ । ଯାହାକୁ ନେଇ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ତେବେ ପୂର୍ବରୁ ମଧ୍ୟ ତାଙ୍କ ନାମରେ ଅନେକ ମାମଲା ରହିଛି । ଶେଷରେ ଆଜି ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ବିଜେଡି ସୁପ୍ରିମେ ନବୀନ ପଟ୍ଟନାୟକ ।

ଟୀକା ନେବା ପରେ ସଂକ୍ରମିତ ହେଲେ ଭଲ ହେବାକୁ ଅଧିକ ସମୟ ଲାଗୁଛି: ପ୍ରଫେସର ବାନାମ୍ବର ରାୟ

()କୋଭି ଡ୍ରୁ ରକ୍ଷା ପାଇବା ପାଇଁ ଦୁଇଟି ପ୍ରତି ଷେଧକ ଟୀକା ନେବା ପରେ ମଧ୍ୟ ଲୋକେ ଏହି ସଂକ୍ରମଣର ଶି କାର ହେଉଥିବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱ ି ତ କରୁଛି । ବି ଶେଷ କରି ଯେଉଁମାନଙ୍କ ଶରୀରରେ ରୋଗ ପ୍ରତି ରୋଧକ ଶକ୍ତି କମ୍ ରହୁଛି ସେମାନଙ୍କୁ ଏହି ସଂକ୍ରମଣ ହେଉଛି ବୋଲି ସମ୍ ଅଲ୍ଟ ି ମେଟ ମେଡି କେୟାର (ସମ୍ମମ୍)ର କି ୍ରଟି କାଲ କେୟାର ମେଡି ସି ନ ବି ଭାଗ ମୁଖ୍ୟ ପ୍ରଫେସର ବାନାମ୍ବର
ରାୟ କହି ଛନ୍ତି । ଏହି ପରି ଟୀକା ନେବା ପରେ ସଂକ୍ରମି ତ ହେଉଥିବା ବ୍ୟକ୍ତି ମାନଙ୍କ କ୍ଷେତ୍ରରେ ଭଲ ହେବା ନି ମନ୍ତେ ଅଧିକ ସମୟ ଲାଗୁଛି ବୋଲି ପ୍ରଫେସର ରାୟ ବୁଧବାର ପ୍ରକାଶ କରି ଛନ୍ତି ।

ଦୁଇଟି ଟୀକା ନେଇଥି ବା ସତ୍ୱେ ଅନେକ ବ୍ୟକ୍ତି କୋଭି ଡ୍ ସଂକ୍ରମି ତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ମଧ୍ୟ ହୋଇପଡ଼ ୁଛନ୍ତି । ଭାଇରସ୍ ତା’ର ରୂପ ବଦଳାଉଥି ବା ବେଳେ ରୋଗ ପ୍ରତି ରୋଧକ ଶକ୍ତି କମ୍ ରହୁଥି ବା ଲୋକ ଗୁରୁତର ହୋଇପଡ଼ ୁଛନ୍ତି । ଏହାକୁ ଡାକ୍ତରୀ ଭାଷାରେ ବ୍ରେକ୍ ଥ୍ରୁ ଇନ୍ଫେକ୍ସନ୍ କୁହାଯାଏ ଏବଂ ଏଭଳି ରୋଗୀ ପ୍ରାୟ ଏକ ରୁ ୫ ମାସ ଧରି ହସ୍ପିଟାଲ୍ରେ ଚି କି ତ୍ସି ତ
ହୋଇଥାନ୍ତି ଯାହାକୁ ଲଙ୍ଗ କୋଭି ଡ୍ କୁହାଯାଏ । ପ୍ରଫେସର ରାୟ କହି ଥିଲେ ଯେ କୋଭି ଡ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ଦେଢ଼ରୁ ଦୁଇ ପ୍ରତିଶତଙ୍କର ମୃତ୍ୟୁ ହେଉଛି । ସେହି ପରି ୩ ପ୍ରତି ଶତ ରୋଗୀ ଦୀର୍ଘ ଦି ନ ଧରି ଅସୁସ୍ଥ ହୋଇ ରହୁଛନ୍ତି । ୫ ପ୍ରତି ଶତ ରୋଗୀ ଗୁରୁତର ଅସୁସ୍ଥ ହୋଇ ପଡ଼ ୁଥି ବା ବେଳେ ୧୨ ରୁ ୧୫
ପ୍ରତି ଶତ ମଧ୍ୟମ ଧରଣର ଅସୁସ୍ଥତା ଅନୁଭବ କରୁଛନ୍ତି ।

ତେବେ ୮୦ ରୁ ୮୨ ପ୍ରତିଶତ ରୋଗୀ ସାମାନ୍ୟ ଧରଣର ସଂକ୍ରମି ତ ହେଉଥି ବା ବେଳେ ଏମାନଙ୍କୁ ହସ୍ପିଟାଲ୍ରେ ଭର୍ତ ି ହେବାକୁ ପଡ଼ ୁନାହିଁ । ନିକଟରେ ସମ୍ ଅଲ୍ଟ ି ମେଟ୍ ମେଡି କେୟାରରୁ ୨ ଜଣ ଗୁରୁତର କୋଭି ଡ ସଂକ୍ରମି ତ ରୋଗୀ ସୁସ୍ଥ ହୋଇ ଘରକୁ ଫେରି ଥି ବା ବେଳେ ଏଡି ରୋଗୀଙ୍କର ଅସୁସ୍ଥତା, ଚି କି ତ୍ସା ପଦ୍ଧତି ଏବଂ ସେମାନେ ସୁସ୍ଥ ହେବା ପଛରେ ମେଡି କାଲ୍ ଟି ମ୍ର ଉଦ୍ୟମ ଓ ପରି ଶ୍ରମ ସମ୍ପର୍କରେ ଏକ
ସାମ୍ବାଦି କ ସମ୍ମି ଳନୀ ଜରି ଆରେ ଅବଗତ କରାଇଛନ୍ତି ହସ୍ପି ଟାଲ୍ କତୃ ର୍ପକ୍ଷ । ସମ୍ ଅଲ୍ଟ ି ମେଟ ମେଡି କେୟାରର କି ୍ରଟି କାଲ୍ କେୟାର ମେଡିସିନ୍ ବିଭାଗ ଅଧି ନରେ ଏହି ଦୁଇ ଜଣ ରୋଗୀ ଚି କି ତ୍ସି ତ ହୋଇଥି ବା ବେଳେ ସେମାନଙ୍କୁ ସୁସ୍ଥ କରାଇବାରେ ସମ୍ପୂର୍ଣ୍ଣ ସହଯୋଗ ଓ ପ୍ରଚେଷ୍ଟା କରି ଥି ବା ହସ୍ପି ଟାଲର ସମସ୍ତ ବିଭାଗ, ଡାକ୍ତରୀ ଟି ମ୍, ନସି ର୍ଂ, ନ୍ୟୁଟି ୍ରସନ୍, ଫି ଜି ଓଥେରାପି ବି ଭାଗ ଓ ପାରାମେଡି କାଲ୍ ଷ୍ଟାଫ୍ଙ୍କର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରି ଛନ୍ତି ସମ୍ମମ୍ର ଚି ଫ୍ ଅଫ ମେଡି କାଲ୍ ସଭି ର୍ସେସ୍ ବ୍ର ିଗେଡି ୟର୍ ଡଃ ବି ରାଜ ମୋହନ ମି ଶ୍ର ।

୭୨ ବର୍ଷୀୟ ପୂର୍ବତନ ବ୍ୟୁରୋକ୍ରାଟ ଶ୍ରୀ ଗୋ÷ତମବୁଦ୍ଧ ମୁଖାର୍ଜୀ କୋଭି ଡ୍ ସଂକ୍ରମି ତ ହେବା ପରେ ସମ୍ମମ୍ରେ ଭତି ର୍ ହୋଇଥିବା ସମୟରେ ତାଙ୍କର ଅବସ୍ଥା ଗୁରୁତର ଥି ଲା । ଦୀର୍ଘ ୧୬ ଦି ନ ସେ ଆଇସି ୟୁରେ ରହିଥି ଲେ । ତାଙ୍କର ଅକ୍ସ ି ଜେନ୍ର ସ୍ତର ମଧ୍ୟ ଖୁବ୍ କମ୍ ରହୁଥି ଲା । ତାଙ୍କର ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ସମସ୍ୟା ମଧ୍ୟ ରହି ଥି ଲା । ଦୀର୍ଘ ଦୁଇ ମାସ ଚି କି ତ୍ସି ତ ହେବା ପରେ ସେ ମଙ୍ଗଳବାର
ହସ୍ପି ଟାଲ୍ରୁ ଡି ସ୍ଚାର୍ଜ ହୋଇଛନ୍ତି ବୋଲି ଡା. ରାୟ ସୂଚନା ଦେଇଛନ୍ତି । ତେବେ ଦ୍ୱ ିତୀୟ ସଂକ୍ରମି ତ ଜଣକର ଚି କି ତ୍ସା ଏକ ବଡ଼ ଚ୍ୟାଲେଞ୍ଜ ଥି ଲା ବୋଲି ଡା. ରାୟ କହିଛନ୍ତି । ମାତ୍ର ୨୧ ବର୍ଷୀୟ
ଇଞ୍ଜି ନି ୟରି ଂ ଛାତ୍ର ମହମ୍ମଦ ସଫାକ୍ ଅଲୀ ଅତ୍ୟନ୍ତ ଗୁରୁ ତର ଅବସ୍ଥାରେ ସମ୍ମମ୍ରେ ଭତି ର୍ ହୋଇଥି ଲେ । ତାଙ୍କର ଅବସ୍ଥା ଆଇସି ୟୁରେ ଗୁରୁତର ହେବା ପରେ ଭେଂଟି ଲେଟରରେ ରଖାଯି ବା ସହ ଟ୍ରାକି ଓଷ୍ଟୋମି ମଧ୍ୟ କରାଯାଇଥି ଲା । ଫୁସ୍ଫୁସ୍ରେ ଅନେକ ଜଟି ଳତା ଦେଖାଦେଇଥି ଲା ।

ଜୀବନ ଓ ମୃତ୍ୟୁର ଖଣ୍ଡାଧାର ମଧ୍ୟରେ ରହି ଥି ବା ଏହି ରୋଗୀଙ୍କ ଚି କି ତ୍ସା କରି ବା ବେଶ କଷ୍ଟସାଧ୍ୟ ଥିଲା । ଦେଢ଼ ବର୍ଷର କୋଭିଡ୍ ମହାମାରୀ ଚିକିତ୍ସା କରି ବା ମଧ୍ୟରେ ଶ୍ରୀ ଅଲ୍ଲୀଙ୍କ ଚି କି ତ୍ସା ସବୁଠୁ ଜଟି ଳ ଥିଲା ଏବଂ ସମ୍ମମ୍ ଟି ମ୍ ଖୁବ୍ ସଫଳତାର ସହ ତାଙ୍କର ଚି କି ତ୍ସା କରି ପାରି ଛି ବୋଲି ଡା. ରାୟ କହି ଛନ୍ତି ।
ରୋଗୀଙ୍କ ଚି କି ତ୍ସା କ୍ଷେତ୍ରରେ ଡା. ରାୟଙ୍କ ସମେତ କାଡି ର୍ଓଥୋରାସି କ୍ ସର୍ଜନ୍ ଡା. ବନବି ହାରୀ ମି ଶ୍ର, ଜେନେରାଲ୍ ସର୍ଜରୀ ବି ଭାଗର କନ୍ସଲ୍ଟାଂଟ୍ ଡା. ସତ୍ୟଜି ତ ରଥ, ସି ନି ୟର୍ କ୍ଲ ି ନି କାଲ୍ ନ୍ୟୁଟ୍ରିସ୍ନି ଷ୍ଟ ଶ୍ରୀମତି ସୁଶ୍ରୀ ସଂଗୀତା ଜେନା, ଫି ଜି ଓଥେରାପି ବି ଭାଗ ମୁଖ୍ୟ ଡା. ପି .ବାଲାକି ଶୋର, ମାଇକ୍ରୋବାୟୋଲୋଜି ଟି ମ୍ ଏବଂ କ୍ରିଟି କାଲ୍ କେୟାର ଟି ମ୍ର ସମ୍ପୂର୍ଣ୍ଣ ସହଯୋଗ ଥି ବା ବି ୍ରଗେଡି ୟର ଡା. ମିଶ୍ର କହି ଥି ଲେ ।

ହସ୍ପି ଟାଲ୍ରୁ ଡି ସ୍ଚାର୍ଜ ହେବା ସମୟରେ ବେଶ୍ ଭାବବି ହ୍ୱଳ ହୋଇପଡ଼ ି ଥି ଲେ ଶ୍ରୀ ମୁଖାର୍ଜୀ ଏବଂ ଶ୍ରୀ ଅଲୀଙ୍କ ପରି ବାର । ସମ୍ ଅଲ୍ଟ ି ମେଟ୍ ମେଡି କେୟାର ଟି ମ୍ ଏବଂ ବି ଶେଷ ଭାବେ ଡାକ୍ତର ରାୟଙ୍କ ଚି କି ତ୍ସା ଓ ଉଦ୍ୟମ ଯୋଗୁ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରି ଛନ୍ତି ବୋଲି ସେମାନଙ୍କ ପରି ବାର କୃତଜ୍ଞତା ଜ୍ଞାପନ କରି ବା ସହ ହସ୍ପି ଟାଲ୍ କତୃ ର୍ପକ୍ଷଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

ହଟଗୋଳ ଭିତରେ ବିଧାନସଭାରେ ପାରିତ ହେଲା 4 ବିଲ…

{}ହଟଗୋଳ ଭିତରେ ବିଧାନସଭାରେ ପାରିତ ହେଲା 4 ବିଲ… ପଂଚାୟତ ସଂଶୋଧନ ବିଲ ,ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ସଂଶୋଧନ ବିଲ ,ଓଡ଼ିଶା ଗୃହ ବ୍ୟବସ୍ଥା ବୋର୍ଡ ସଂଶୋଧନ ବିଲ ଓ ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ ପାରିତ । ଆସନ୍ତା କାଲି ଦିନ 10.30 ପର୍ଯ୍ୟନ୍ତ ଗୃହ ମୁଲତବୀ।

ବାଚସ୍ପତିଙ୍କୁ ଘେରିଲେ ବିରୋଧୀ…

()ବିଧାନସଭାରେ ବାଚସ୍ପତିଙ୍କୁ ଘେରାଉ। ଚାମ୍ବର ଭିତରେ ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ ଘେରାଉ କରି ରଖିଛନ୍ତି। ଖଣି ଦୁର୍ନୀତି ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ସହମତି ନ ପ୍ରକାଶ କରିବା ପର୍ଯ୍ୟନ୍ତ ଘେରାଉ କରିବେ ବୋଲି କହିଛନ୍ତି ବିରୋଧୀ। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ରାଜ୍ୟରେ 1 ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଏନେଇ କଂଗ୍ରେସ ପକ୍ଷରୁ ମୁଲତବୀ ଆଲୋଚନା ପାଇଁ ନୋଟିସ ଦିଆଯାଇଥିଲା। ସରକାର ଖଣି ଦୁର୍ନୀତି ଆଲୋଚନା ଡରୁଛନ୍ତି।ସେଥିପାଇଁ ଆଲୋଚନାରୁ ଦୂରେଇ ରହୁଛନ୍ତି ସରକାରୀ ଦଳ।ତେବେ ବାଚସ୍ପତି ଏହାକୁ ସାଂପ୍ରତିକ ପ୍ରସଙ୍ଗ ନୁହେଁ ଦର୍ଶାଇ ନୋଟିସ ଅଗ୍ରାହ୍ୟ କରିଥିଲେ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି।ସେପଟେ ବିଜେଡି ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି। ଗୋଲ ପୋଷ୍ଟ ପରିବର୍ତ୍ତନ। ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଙ୍କର ଆନ୍ତରିକତା ନାହିଁ।ମରୁଡି ପ୍ରସଙ୍ଗ ଉଠାଇଲେ ସରକାର ଆଲୋଚନା କୁ ଆସିଲେ, ଋଣ ଓ ସାର ପ୍ରସଙ୍ଗ କାହିଁକି ଉଠଉ ନାହାନ୍ତି ବିରୋଧୀ।

ପଂଚାୟତ ପାଇଁ ବାଟ ଫିଟିଲା…..

{}ଓଡିଶା ପଂଚାୟତ ସଂଶୋଧନ bill 2021 ଆଜି ବିଧାନସଭାରେ ପାରିତ। ଏହି ବିଧେୟକ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ 50 ପ୍ରତିଶତ ଭିତରେ ରହିବ। ଅର୍ଥାତ ସଂରକ୍ଷଣ ବ୍ୟବସ୍ଥା 50 ପ୍ରତିଶତ ଅତିକ୍ରମ କରିବ ନାହିଁ। ପଛୁଆ ବର୍ଗଙ୍କ ପାଇଁ 27 ପ୍ରତିଶତ ଭିତରେ ସଂରକ୍ଷଣ ଵ୍ୟଵସ୍ଥା ରହିବ। ପଛୁଆ ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାରେ ଯାହା ଲାଗୁ ହେବ ତାହା ପ୍ରାଧିକୃତ ଅଧିକାରୀ ତାହାକୁ କାର୍ଯ୍ୟକାରୀ କରିବେ। ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ଅନୁସଚିତ ଜାତି ଓ ଜନଜାତିଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଆସନ ସଂରକ୍ଷଣ ହେବା ପରେ ଅବଶିଷ୍ଟ ଆସନଗୁଡିକ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ କରାଯିବ। କିନ୍ତୁ ତାହା 27 ଭିତରେ ରହିବା ଉଚିତ। ଯେଉଁଠି ପେଶା ଆଇନ କାର୍ଯ୍ୟକାରୀ ହେଉଛି ଅଥବା ସିଡ୍ୟୁଲ ଏରିଆରେ 50 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ନାହିଁ। ଏବେ ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟିଲା।

Follow us

20,832FansLike
0FollowersFollow
14,700SubscribersSubscribe

Latest news