ସୁନା ଦୋକାନୀଙ୍କୁ ଜୋରିମାନ 500…

- Advertisement -

ଭୁବନେଶ୍ୱର : ସୁନା ଠକିଲେ ଆଉ ଜୋରିମାନା ଦେଲେ ମାତ୍ର 500 ଟଙ୍କା l ଯାହାକି ଏବେ ଚର୍ଚ୍ଚାର ବିଷୟ l ବିଧାନସଭାରେ 2017-17 ଓ 2018-19ରେ ମୋଟ 42ଟି ସୁନା ଦୋକାନରୁ ଜୋରିମାନା ଆଦାୟ କରିଛନ୍ତି ସରକାର l ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହକୁ ଏହି ସୂଚନା ଦେଇଛନ୍ତି l ବରଗଡ଼ର ସମ୍ଵଲେଶ୍ୱରୀ ସୁନା ଦୋକାନ 500ଟଙ୍କା ଜୋରିମାନା ଦେଇଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles