କାଲି ଗଣେଶ ପୂଜା…..

- Advertisement -

ଭୁୁଵନେଶୁର : ଆସନ୍ତାକାଲି ଗଣେଶ ପୂଜା । ଏଥିପାଇଁ ଉତ୍ସବମୁଖର ଗାଁଠୁ ସହର । ସବୁଠି ବିଘ୍ନ ବିନାଶକଙ୍କ ପୂଜା ପାଇଁ ମଣ୍ଡପ ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ଗୁଡିକରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ । ସୁନ୍ଦର ମୂର୍ତ୍ତି ସାଙ୍ଗକୁ ତୋରଣରେ ଝଲସିବ ସାରା ପରିବେଶ । ରାଜ୍ୟର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଇଁ ତତ୍ପରତା ପ୍ରକାଶ ପାଇଥିବା ବେଳେ ବିଶେଷ କରି ଖୋର୍ଦ୍ଧା ଜିଲ୍ଲାର ବାଣିଜ୍ୟ ସହର କୁହାଯାଉଥିବା ଜଟଣୀ ସହରରେ ପ୍ରତିବର୍ଷ ଭଳି ୧୦୦ରୁ ଅଧିକ ଗଣେଶ ମୂର୍ତ୍ତି ସାଙ୍ଗକୁ ସୁଉଚ୍ଚ ତୋରଣ ଓ ରଙ୍ଗବେରଙ୍ଗର ଆଲୋକ ମାଳାରେ ଝଲସି ଉଠିବ ସହର । ସେହିପରି ତାଳଚେର ଓ ଭଦ୍ରକ ସହରରେ ମଧ୍ୟ ବେଶ ଧୁମଧାମରେ ଗଣେଶ ପୂଜା କରାଯିବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles