ରାଜନୀତି ଛାଢିଲେ ଦାମ : କହିଲେ ଆଉ ଲଢ଼ିବିନି

- Advertisement -

ଭୁବନେଶ୍ୱର : ଆଉ ନିର୍ବାଚନ ଲଢ଼ିବେନି ଓଡ଼ିଶାର ଚର୍ଚ୍ଚିତ ନେତା ଦାମ ରାଉତ l ବିଜେପି ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ନେଇନଥିବାରୁ ସେ ଏପରି କହିଛନ୍ତି l ବିଜେପିକୁ ନେଇ ଦାମ କହିଛନ୍ତି ଯେ ନିର୍ବାଚନ ପୂର୍ଵରୁ ବିଜେପି ମତେ ପଚାରୁ ଥିଲା l ହେଲେ ନିର୍ବାଚନ ପରେ କେହି ମତେ ପଚାରୁ ନାହାନ୍ତି l ତେଣୁ ଆଉ କାହିଁକି ନିର୍ବାଚନ ଲଢ଼ିବେ ବୋଲି ସେ କହିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles