ଖେଳ ପ୍ରେମୀଙ୍କ ପାଇଁ ଖୁସି ଖବର: ଅକ୍ଟୋବରରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଟିମ୍ ଇଣ୍ଡିଆ..

- Advertisement -

ନୂଆଦିଲ୍ଲୀ : ପୁଣି ପଡିଆରେ ହେବ ଛକା ଚୌକାର ବର୍ଷା।ଖେଳାଳି ନାଁରେ ଗୁଞ୍ଜରିତ ହେବ ପାବଲିଆନ୍। ଦୁଇ ମାସର ଲକ୍ ଡାଉନ ପରେ ଖେଳ ପ୍ରେମୀଙ୍କ ପାଇଁ ଆସିଛି ଏକ ଖୁସି ଖବର।ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ତରଫରୁ ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁଥିବା ମ୍ୟାଚର ଖେଳ ସୂଚୀ ଜାରିକରିଛି।
ଏହି ଅକ୍ଟୋବର ମାସରେ ଭାରତ ଅଷ୍ଟ୍ରେଲିଆ ଗ୍ରସ୍ତ କରିବ। ସେଠାରେ ଦଳ ତିନୋଟି ଟି -୨୦, ୪ ଟି ଟେଷ୍ଟ ଏବଂ ୩ଟି ଦିନିକିଆ ଦିନିକିଆ ସିରିଜ୍ ଖେଳିବ। ଏବେ ବିଶ୍ୱ କରୋନା କବଳରେ ଅଛି । ତେଣୁ ଭାରତୀୟ ଖେଳାଳିମାନେ ଅଷ୍ଟ୍ରେଲିଆରେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ ବୋଲି ଜଣାପଡିଛି।ତେବେ ଆସନ୍ତୁ ଖେଳ ତାଲିକା ଉପରେ ନଜର ଦେବା।ଯାହାକି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ଅଫିସିଆଲ ସାଇଡ଼ରେ ପ୍ରଦତ୍ତ ସୂଚୀ
୧୧ ଅକ୍ଟୋବର, ବ୍ରିସବେନ୍, ପ୍ରଥମ ଟ୍ବେଣ୍ଟି-୨୦
୧୪ ଅକ୍ଟୋବର, କାନବେରା, ଦ୍ୱିତୀୟ ଟ୍ବେଣ୍ଟି-୨୦
୧୭ ଅକ୍ଟୋବର, ଆଡିଲେଡ୍, ତୃତୀୟ ଟ୍ବେଣ୍ଟି-୨୦
ଟେଷ୍ଟ ସିରିଜ୍
୩-୭ ଡିସେମ୍ବର, ବ୍ରିସବେନ୍, ପ୍ରଥମ ଟେଷ୍ଟ
୧୧-୧୫ ଡିସେମ୍ବର, ଆଡିଲେଡ୍, ଦ୍ୱିତୀୟ ଟେଷ୍ଟ (ଦିନ-ରାତି)
୨୬-୩୦ ଡିସେମ୍ବର, ମେଲବୋର୍ଣ୍ଣ, ତୃତୀୟ ଟେଷ୍ଟ
୩-୭ ଜାନୁଆରୀ, ସିଡନୀ, ଚତୁର୍ଥ ଟେଷ୍ଟ
ଦିନିକିଆ ସିରିଜ୍
୧୨ ଜାନୁଆରୀ ୨୦୨୧, ପର୍ଥ, ପ୍ରଥମ ଦିନିକିଆ
୧୫ ଜାନୁଆରୀ ୨୦୨୧, ମେଲବୋର୍ଣ୍ଣ, ଦ୍ୱିତୀୟ ଦିନିକିଆ
୧୭ ଜାନୁଆରୀ ୨୦୨୧, ସିଡନୀ, ତୃତୀୟ ଦିନିକିଆ

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles