କଂଗ୍ରେସରେ ଭିଲିଆନ ଅଛନ୍ତି -ଅମର ପ୍ରଧାନ

- Advertisement -

ଭୁବନେଶ୍ବର : ପୁଣି କଂଗ୍ରେସ ନେତା ଅମର ପ୍ରଧାନ ବିସ୍ଫୋରକ ବୟାନ ଦେଇଛନ୍ତି। କଂଗ୍ରେସରେ ଭିତରେ ଭିଲିଆନ ଅଛନ୍ତି । ଯିଏ କଂଗ୍ରେସ ଭିତରେ ଥାଇ ସରକାରୀ ଦଳ ସହ ହାତ ମିଳାଇଛନ୍ତି । କଂଗ୍ରେସ ନେତାଙ୍କୁ ମଧ୍ୟ ଗିରଫ କରାଉଛନ୍ତି ଵୋଲି ଅମର ଅଭିଯୋଗ କରିଛନ୍ତି। ଏନେଇ ସୋନିଆଙ୍କ ଆଗରେ ମୁଁ ଭିଲିଆନକୁ ଖୁଲାସା କରିବି ଵୋଲି ସେ କହିଛନ୍ତି । ଏଥିଲାଗି ସୋନିଆଙ୍କୁ ସମୟ ମାଗିବି ସେ । ସମୟ ଦେଲେ ମୁଁ ତାଙ୍କ ଆଗରେ ଖୁଲାସା କରିବି ପୁରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଜଣେ ବଡ ବେପାରୀ ବୋଲି ସେ ଅଭିଯୋଗ କରିଥିଲେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles