ନେତାଙ୍କୁ ମିଳିଲା ପାହ୍ୟା …..

- Advertisement -

ଭୁବନେଶ୍ବର : ବିଜେଡିର ନବନିଯୁକ୍ତ ୬ ଜଣ ନେତାଙ୍କୁ ରାଜ୍ୟମନ୍ତ୍ରୀ ପାହ୍ୟା ମିଳିଛି । ୪ ଜଣଙ୍କୁ ପ୍ରମୁଖ ସଚିବ ପାହ୍ୟା ଦିଆଯାଇଛି । ଜଣେ ନେତାଙ୍କୁ ଦିଆଯାଇଛି ମୁଖ୍ୟ ସଚିବ ପାହ୍ୟା । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି । ତେବେ କାହାକୁ କଣ ଦାୟିତ୍ବ ମିଳିଛି ନଜର ପକାନ୍ତୁ..
ପୟ୧- ଲୋପାମୁଦ୍ରା ବକ୍ସିପାତ୍ର
୨- ସୁଧୀର ଦାସ
୩-ମୁନ୍ନା ଖାଁ
୪- ଅନୁଭବ ପଟ୍ଟନାୟକ
୫-କୃତିବାସ ପାତ୍ର
୬- ରାମଚନ୍ଦ୍ର ପଣ୍ଡା

ପ୍ରମୁଖ ସଚିବ ପାହ୍ୟା:

୧- ଉକ୍ରଳ ପରିଡ଼ା
୨- ସୁଲତା ଦେଓ
୩- ଜନ୍ମେଜୟ ଲେଙ୍କା
୪- ଦେବାଶିଷ ମଲ୍ଲିକ

ମୁଖ୍ୟ ସଚିବ ପାହ୍ୟା:

୧- ସୁଜିତ କୁମାର

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles