ନିଜାମୁଦ୍ଦିନ ଯାଇଥିଲେ ୧୦୪କୁ ଫୋନ କରି ଜଣାନ୍ତୁ: ନବୀନ

- Advertisement -

ଭୁବନେଶ୍ୱର : ନିଜେ ନିଜ ପରିବାର ସୁରକ୍ଷା ପାଇଁ ନିଜ ନିଜର ପରିଚୟ ଦିଅ l କାରଣ କେବଳ ସଚେତନତା ଦ୍ବାରା ହିଁ କୋରୋନାକୁ ରୋକି ହେବ। ତେଣୁ ଡରିବାର ନାହିଁ, ବରଂ ସାବଧାନ ରହିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି l ଯେଉଁମାନେ ନିଜାମୁଦ୍ଦିନ ଯାଇଥିଲେ ୧୦୪କୁ ଫୋନ କରି ଜଣାନ୍ତୁ ଏବଂ ବିଳମ୍ବ ନ କରି ୨୪ ଘଣ୍ଟା ମଧ୍ୟରେ ଟେଷ୍ଟ ପାଇଁ ଆଗେଇ ଆସନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି l କେବଳ ସେତିକି ନୁହେଁ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ଦେଇଛନ୍ତି l  କେବଳ ସଚେତନତା ଦ୍ବାରା ହିଁ କୋରୋନାକୁ ରୋକି ହେବ l ଲୋକମାନେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ପୁଣି ଅପିଲ କରିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles