ନାମାଙ୍କନ ଭରିଲେ ନବୀନ : 8ଥର ହେବେ ବିଜେଡି ସଭାପତି

- Advertisement -

ଭୁବନେଶ୍ୱର : ସରିଛି ବିଜେଡିର ସାଙ୍ଗଠନିକ ନିର୍ବଚନ ପ୍ରକ୍ରିୟା I ୱାର୍ଡ , ବ୍ଲକ ,ପଞ୍ଚାୟତ ଓ ଜିଲ୍ଲାସଭାପତି ପ୍ରକ୍ରିୟା ଶେଷ ହୋଇଛି I ଏବେ ଦଳର ଅଫିସ ବିୟରର , କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ ପରିଷଦ ସଦସ୍ୟ , ଉପସଭାପତି , ସାଧାରଣ ସମ୍ପାଦକ, ସମ୍ପାଦକ, ଛାତ୍ର ,ଯୁବ, ମହିଳା ସଂଗଠନଙ୍କ ନାଁ ଘୋଷଣା ହେବ I ଆଜି  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ 8ମ ଥର ସଭାପତି ପାଇଁ ପ୍ରାଥୀପତ୍ର ଦାଖଲ କରିଛନ୍ତି  I ଏକା ନବୀନ ସଭାପତି ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ତେଣୁ ନିଶ୍ଚିତ ଯେ ସେ ହିଁ ସଭାପତି ଭାବେ ନିର୍ବାଚିତ ହେବେ l ଏହାସହ  ଆସନ୍ତା ୨୬ ତାରିଖ ଦିନ ତାଙ୍କ ନାଁ ଘୋଷଣା ହେବ l ସେହିପରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ବହୁ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles