ପୁଣି ରାଜ୍ୟକୁ କେନ୍ଦ୍ରର ସାଟିଫିକେଟ……

- Advertisement -

ଭୁବନେଶ୍ୱର : ପୁଣି କେନ୍ଦ୍ରର ଓଡିଶାକୁ ସାଟିଫିକେଟ l 4ଥର କୃଷି କର୍ମଣ ପରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ଓଡ଼ିଶାକୁ କେନ୍ଦ୍ର ସରକାର ପୁଣି ଥରେ ସମ୍ମାନିତ କରିବେ l ଆସନ୍ତା ୨ ତାରିଖରେ ବେଙ୍ଗଳୁରୁ ଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ଓଡିଶା କୃଷି କ୍ଷେତ୍ରରେ ଯେଉଁ କାମ କରୁଛି ତାହାକୁ ପୁରା ଦେଶ ଅନୁକରଣ କରୁଛି l ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ସାରା ଦେଶ ପ୍ରଶଂସା କରିଛି l ଏହା ଓଡିଶା କୃଷକ ମାନଙ୍କ ପାଇଁ ସ୍ୱତନ୍ତ୍ର ବଜେଟ କରିଛି l
ଯେଉଁଠି ପାଇଁ ଗୋଟେ ପରେ ଗୋଟେ ପୁରସ୍କାର କେନ୍ଦ୍ରଠାରୁ ପାଉଛି ରାଜ୍ୟ l
ପୁରସ୍କାର ରାଶି ଭାବେ ଓଡ଼ିଶାକୁ ମିଳିବ ମିଳିବ ଏକ କୋଟି ଟଙ୍କା ଓ ମାନପତ୍ର । କୃଷି ମନ୍ତ୍ରୀ ଡଃ ଅରୁଣ ସାହୁ ବେଙ୍ଗଳୁରୁରେ ଏହି ପୁରସ୍କାର ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles