ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ,ଛ ଜିଲ୍ଲାର ମିଶନ ଶକ୍ତି ମା…
() ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ, ଛ ଜିଲ୍ଲାର ମିଶନ ଶକ୍ତି ମା।
ଆମେ ବି ପାରିବୁ - ମିଶନ ଶକ୍ତି ମା ମାନେ
{} ଜାତୀୟ ପତାକା ତିଆରି କରିବାର ସୁଯୋଗ ପାଇ ଆମେ...
କଂଗ୍ରେସ ପକ୍ଷରୁ ସ୍ମୃତି ସମ୍ମାନ ସମାରୋହ..
{} ସଂଗ୍ରାମୀ ଦୋଳଗୋବିନ୍ଦ ଥିଲେ ସଂକଳ୍ପସିଦ୍ଧ ମଣିଷ
କଂଗ୍ରେସ ସେବାଦଳ ପକ୍ଷରୁ ସ୍ମୃତି ସମ୍ମାନ ସମାରୋହ
() ଭାରତ ଯୋଡ଼ୋ ଯାତ୍ରାର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଜଣାଇ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ...
୨୫ ବର୍ଷର ଦୌଡ଼ରେ ଟିକେବି ଥକିନାହାନ୍ତି ନବୀନ …
() ଜନସେବାର ସାଧକ ନବୀନ ପଟ୍ଟନାୟକ । କଥା କମ କାମ ଅଧିକକୁ ବିଶ୍ବାସ କରନ୍ତି । ୨୪ ଘଣ୍ଟା ଓଡ଼ିଶାବାସୀଙ୍କ ଚିନ୍ତାରେ ସେ । କ୍ଷମତା, ପଦପଦବୀ, ରାଜକୀୟ ଢଙ୍ଗରେ ରେ...
ଓଡ଼ିଶାରେ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ…
() ସମ୍ପ୍ରତି ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଶ୍ରୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା ଚାଲିଛି । ଘୃଣା ଓ ବିଦ୍ୱେଷର ରାଜନୀତିକୁ ପରାହତ କରି ସଦଭାବନା ଓ...
ଫସଲ କ୍ଷୟକ୍ଷତିର ପୁନଃ ଆକଳନ ଓ କୃଷି ସହାୟତା ରାଶି ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ପିସିସି କିଷାନ କଂଗ୍ରେସ...
() ଫସଲ କ୍ଷୟକ୍ଷତିର ପୁନଃ ଆକଳନ ଓ କୃଷି ସହାୟତା ରାଶିର ଦୁଇଗୁଣା ବୃଦ୍ଧି ଦାବୀ ନେଇ ରାଜ୍ୟପାଳଙ୍କୁ ଭେଟିଲେ ପିସିସି କିଷାନ କଂଗ୍ରେସ ପ୍ରତିନିଧି ମଣ୍ଡଳୀ।
{} ଲଗାଣ ବର୍ଷା ଓ ବନ୍ୟାଦ୍ୱାରା...
୪ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ…
() ୪ ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଜାତୀୟ ପତାକା ତିଆରି ପରି ଗୁରୁ ଦାୟିତ୍ୱ ଅର୍ପଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମିଶନ ଶକ୍ତି ମା ମାନେ।
{} ଆଜି...
ଜନସେବାର ରୌପ୍ୟ ଜୟନ୍ତୀ : ବିଜେଡିର ବର୍ଷେବ୍ୟାପୀ କାର୍ଯ୍ୟକ୍ରମ ..
()୧୯୯୭ ରୁ ୨୦୨୨ । ଦୀର୍ଘ ୨୫ ବର୍ଷ ଜନସେବାରେ । ୨୦୦୦ ମସିହାରେ ନବୀନଙ୍କ ହାତରେ ରାଜ୍ୟବାସୀ ଶାସକ ଡ଼ୋରୀ ନିଜର ଆର୍ଶୀବାଦରେ ଧରାଇଦେଲେ । ଆଉ ତାପରେ ଓଡ଼ିଶାରେ ଆରମ୍ଭ...
ଜନ ନାୟକଙ୍କ ଜନସେବା ଆହ୍ବାନ : ସମ୍ବର୍ଦ୍ଧନା ପରେ ସଫେଇରେ ନବୀନ ବ୍ରିଗେଡ
୧୯୯୭ ରୁ ୨୦୨୨ । ଦୀର୍ଘ ୨୫ ବର୍ଷ ଜନସେବାରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଛି ଜୀବନବ୍ୟାପୀ ସାଧନା ସମ୍ମାନ । ସେବାର ପ୍ରତୀକ ସାଜିଥିବା ମୁଖ୍ୟମନ୍ତ୍ରୀ...
ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କୁ, ନମ୍ବର ୱାନ ସ୍ଵାଗତ : ଏବେଠୁ ରାଜଧାନୀ ନବୀନମୟ….
()କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ଦିଆଯାଇଛି । ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ ହେବା ପରେ ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି l...
ସେପ୍ଟେମ୍ବର ୭ ରୁ “ଭାରତ ଯୋଡ଼ୋ”ଅଭିଯାନ…
() “ଭାରତ ଯୋଡ଼ୋ” ଏକ ସ୍ଲୋଗାନ ନୁହେଁ, ଏକ ହୁଂକାର ଓ ସମୟର ଆବଶ୍ୟକତା : ଶ୍ରୀ ଅଭିଜିତ।
ଶ୍ରୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତଯୋଡ଼ୋ ଅଭିଯାନ ସେପ୍ଟେମ୍ବର ୭ ରୁ
କନ୍ୟାକୁମାରୀରୁ ଆରମ୍ଭ ହୋଇ...














