ଶହ ଶହ ପଣ୍ଡିତ, , ସାଧୁ ସନ୍ଥଙ୍କ ଗହଣରେ, ଯଜ୍ଞ ଓ ଚଣ୍ଡୀପାଠର ପବିତ୍ର ଧ୍ଵନି ମଧ୍ୟରେ ସମଲେଇ...

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଦ୍ଵିତୀୟ ବୃହତ୍ ଆଧ୍ୟାତ୍ମିକ ପୀଠର ରୂପାନ୍ତର, ପୂର୍ବରୁ ପଶ୍ଚିମ - ଓଡ଼ିଶାରେ ଦିବ୍ୟତା, ଆଧ୍ୟାତ୍ମିକତାର ଭାବ ମୟ ପରିବେଶ. ଶହ ଶହ ପଣ୍ଡିତ, , ସାଧୁ ସନ୍ଥଙ୍କ ଗହଣରେ,...

ମହାପ୍ରଭୁଙ୍କ ଦର୍ଶନ କଲେ, ପରିକ୍ରମା ପ୍ରକଳ୍ପର ଅନୁଭୂତି ପୁଣି ଥରେ ନେଲେ ମୁଖ୍ୟମନ୍ତ୍ରୀ

ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ୭ମ ଦିନରେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ ମହାପ୍ରଭୁଙ୍କ ଦର୍ଶନ କଲେ, ପରିକ୍ରମା ପ୍ରକଳ୍ପର ଅନୁଭୂତି ପୁଣି ଥରେ ନେଲେ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ନିକଟରେ ଓଡ଼ିଶା ବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପର...

ଡାହାମିଛ କହି ଓଡ଼ିଶାର ଯୁବପୀଢିଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଧର୍ମେନ୍ଦ୍ର: ପ୍ରଣବ ପ୍ରକାଶ ଦାସ…..

() ନିଜର ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ଡାହାମିଛ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ନିଜର ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପାଇଁ ଆପଣ ମିଛ କହି ଅତୀତରେ ଅନେକ ବାର ଧରାପଡିଛନ୍ତି।...

ଧର୍ମେନ୍ଦ୍ରଙ୍କୁ ପିନ ମାରିଲେ ବବି: ବୋଧେ ଜାଣି ନାହାନ୍ତି କିମ୍ବା ଜାଣିକି ନାଟକ କରୁଛନ୍ତି ….

() ଓଡିଶାରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି l ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ରାଜନୀତିର ଦୁଇ ଚର୍ଚ୍ଚିତ ରାଜନେତା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ...

ପୁରୀକୁ ଗଡିଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ : ମା’ମାନଙ୍କ ପାଇଁ  ଟିକଟ ମୂଲ୍ୟ ୫୦ ପ୍ରତିଶତ ରହିବ –...

ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା ଆରମ୍ଭ 5T ଉପକ୍ରମରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନାରେ ଆରମ୍ଭ ହେଲା ଏହି ସେବା ୩୦ଟି ଜିଲ୍ଲାରୁ ୮୦ଟି ସୁପର ପ୍ରିମିୟମ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ଚାଲିବ ପ୍ରଥମ ପର୍ଯ୍ୟାୟରେ ୧୨ଟି...

ପ୍ରଦେଶ ଯୁବ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ*  

ଭୁବନେଶ୍ୱର ତା. ୧୮.୧- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ନବନିଯୁକ୍ତ ଏବଂ ନବନିର୍ବାଚିତ ପ୍ରଦେଶ ଯୁବ କଂଗ୍ରେସ କର୍ମକର୍ତା ଓ ଜିଲ୍ଲା ସଭାପତିମାନଙ୍କର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ପ୍ରଦେଶ ଯୁବ କଂଗ୍ରେସ ସଭାପତି...

ଲୋକସଭା କ୍ଷେତ୍ର ପାଇଁ କଂଗ୍ରେସ ସଂଯୋଜକ ନିଯୁକ୍ତ…

ଭୁବନେଶ୍ୱର, ତା. ୧୮/୦୧: ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସୁପାରିଶକ୍ରମେ ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡ଼ିଶାର ସମସ୍ତ ଲୋକସଭା କ୍ଷେତ୍ର ନିମନ୍ତେ...

ଧର୍ମେନ୍ଦ୍ରଙ୍କୁ ଦାୟିତ୍ୱର ହିସାବ ମାଗିଲେ ପ୍ରଣବ: ୩ଟି ପ୍ରଶ୍ନର ଉତ୍ତର ମାଗି କହିଲେ ଭାଇ ଯୋଗ କରନ୍ତୁ, ରାଗ...

() କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବହୁ ଦିନ ପରେ କଡା କାଉଣ୍ଟର ଜବାବ ମାଗିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) l ବେଶ କିଛି ଦିନ ହେବ ୨୦୨୪...

ଧର୍ମେନ୍ଦ୍ରଙ୍କୁ ଚେକ୍ ଦେବେ ବବି…….

() ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) ୨୦୨୪ରେ ଦୁଇଟି ଆସନରୁନିର୍ବାଚନ ଲଢ଼ିପାରନ୍ତି l ବିଜେଡି ମିଶନ ୧୩୦ ଟାର୍ଗେଟ ନେଇ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ପ୍ରଣବ...

କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି ଘୋଷଣା : ବାଦ୍ ପଡିଲେ ସୁର ଓ ତାରା…

ଭୁବନେଶ୍ୱର, ତା. ୧୨.୦୧ : ଆସନ୍ତା ୨୦୨୪ ଲୋକସଭା ଓ ବିଧାନ ସଭା ନିର୍ବାଚନକୁ ଆଖି ଆଗରେ ରଖି ଆଜି ଏଆଇସିସି ତରଫରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଛି...

Follow us

20,832FansLike
0FollowersFollow
14,700SubscribersSubscribe

Latest news