ୟାସ୍ର ଭାଇରାଲ ବୟ : ସାମ୍ବାଦିକ ରାଜକିଶୋର ଓ ନବକିଶୋର
() ଭିଷଣ ବେଗରେ ଓଡ଼ିଶାକୁ ଆସୁଥିଲା ବାତ୍ୟା ୟାସ୍ । ଏଥିପାଇଁ ରାଜ୍ୟ ସରକାରଙ୍କ ଓ କେନ୍ଦ୍ର ସରକାର ଜୋରଦାର ପ୍ରସ୍ତୁତ ଆରମ୍ଭ କରିଦେଲେ ମୁକାବିଲା ପାଇଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ବାତ୍ୟା ଓ ସୁନ୍ଦରୀ….
() ନନ୍ଦିପୁରିଆ ନନା । ଗାଁ ଶେଷ ମୁଣ୍ଡରେ ସଉଦା ଦୋକାନୀ । ଭାରି ଷୁଣ୍ଠି ଲୋକ । କାହାକୁ ଟଙ୍କାଟିଏ ଛାଡନନ୍ତି ନାହିଁ , କି କାହାକୁ ବାକି ଦିଅନ୍ତିନି ।...
ପ୍ରଣବଙ୍କୁ ବାତ୍ୟା “ୟାସ” ର ମୁକାବିଲା ଚିନ୍ତା : ଦଳୀୟ ନେତା ଓ କର୍ମୀଙ୍କ ସହ କଲେ ଆଲୋଚନା…
ଭୁବନେଶ୍ୱର : ଆସୁଛି ବାତ୍ୟା 'ୟାସ' l ଏହାର ମୁକବଲା ପାଇଁ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତ କରାଯାଇଛି l ପ୍ରଭାବିତ ହେବାକୁ ଥିବା ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି...
ମାସ୍କ ଓ ସ୍ତ୍ରୀ ….
() କୁହାଯାଏ ସ୍ୱାମୀ ଯେଉଁଠି ଥାଆନ୍ତୁ , ସ୍ତ୍ରୀ ସ୍ୱାମୀଙ୍କ ଉପରେ ସବୁବେଳେ ନଜର ରଖିଥାଏ । କହିବାକୁ ଗଲେ ସ୍ତ୍ରୀ ଠାରୁ ଅତ୍ୟନ୍ତ ବ୍ୟତିଗତ ସୁରକ୍ଷା କର୍ମୀ ଦୁନିଆରେ ଆଉ କେହି...
ନିରବ ପ୍ରାର୍ଥନା…
() ଅପରାହ୍ନରେ ହଠାତ ଦିବ୍ୟା ନିଜ ଫେସବୁକ ଖୋଲି ଦେଖୁଥାଏ । ଦିବ୍ୟା ସହ ଫେସବୁକରେ ତାର ଫ୍ରେଣ୍ଡଥିବା ସାଙ୍ଗମାନେ କିଏ କଣ ଅପଲୋଡ଼ କରିଛନ୍ତି ତାହାକୁ ଦେଖି ସେ ଲାଇକ ଓ...
ମୋବାଇଲ ରୁ ମିଳିବ କୋଭିଡ ପରୀକ୍ଷା ରିପୋର୍ଟ…
ରାଜ୍ୟ କୋଭିଡ ଡ୍ୟାସବୋର୍ଡରେ 'Covid-19 Test Report' ସୁବିଧାର ଶୁଭାରମ୍ଭ ।
ମୋବାଇଲ ରୁ ମିଳିବ କୋଭିଡ ପରୀକ୍ଷା ରିପୋର୍ଟ।
ରିପୋର୍ଟ ପାଇଁ ପରୀକ୍ଷା କେନ୍ଦକୁ ଯିଵା ଦରକାର ନାହିଁ ।
ଭୁବନେଶ୍ୱର : ଲୋକମାନଙ୍କୁ ସୁବିଧାରେ...
ସମରେ ବିରଳ ଅସ୍ତ୍ରୋପଚାର…….
*ସମରେ ବିରଳ ଅସ୍ତ୍ରୋପଚାର,*
*୧୨ ଦିନର ଶିଶୁର ଜୀବନ ବଂଚାଇଲେ ଡାକ୍ତର*
ଭୁବନେଶ୍ୱର: ଏକ ଜଟିଳ ଅସ୍ତ୍ରୋପଚାର ଦ୍ୱାରା ବିରଳ ଜନ୍ମଗତ ତ୍ରୁଟି ଥିବା ମାତ୍ର ୧୨ ଦିନର ନବଜାତ ଶିଶୁର ଜୀବନ ବଂଚାଇବାରେ ସକ୍ଷମ...
ସ୍କୃତି ତମେ…..
() ହଠାତ ଆକାଶରେ କଳା ବାଦଲ ଖେଳିଗଲା । ମଧ୍ୟାହ୍ନରେ ଯେମିତି ଅନ୍ଧାର ମାଡ଼ିଆସିଲା । ବାସ ୧ ଘଣ୍ଟା ଧରି ମୁଶଳ ଧାରାରେ ବର୍ଷା ହେଲା , ମଝିରେ ମଝିରେ ଘଡ଼ଘଡ଼ି...
ଭାବନା ରାଇଜ….
() ଗୌତମ । ସପ୍ଟ ୱୟାର ଇଂଜିନିୟର । କାମର ପ୍ରେସର ଅଧିକ । ପୁଣି ବର୍ଷେ ହେବ ମହାମାରୀ କରୋନା ଯୋଗୁଁ ଲକ ଡ଼ାଉନ ଓ ସଟଡ଼ାଉନ ଭିତରେ କଟୁଛି ସମୟ...
ସମ କୋଭିଡ ହସ୍ପିଟାଲରେ କରୋନାକୁ ପରାସ୍ତ କଲେ ୯୯ ବର୍ଷୀୟ ବୃଦ୍ଧ
ଭୁବନେଶ୍ୱର, :କରୋନା ବିରୁଦ୍ଧ ଯୁଦ୍ଧରେ ବିଜୟୀ ହେଉଛନ୍ତି ବୟୋଜ୍ୟେଷ୍ଠ | ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଉଛନ୍ତି ଜଣକ ପରେ ଜଣେ ବରିଷ୍ଠ ନାଗରିକ | ଏହି କ୍ରମରେ ବୁଧବାର ଜଣେ ୯୯...