ଓଡ଼ିଶାରେ ଏକ ନମ୍ବର: ଦେଶର ୧୬ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ସୋଆ
{} ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ନିଜର ସ୍ଥିତିକୁ ବଜାୟ ରଖି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦେଶର ୧୬ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ମାନ୍ୟତା ହାସଲ କରିଛି । ଶୁକ୍ରବାର ନୂଆଦିଲ୍ଲୀ...
୧୮ରୁ ୫୯ ବର୍ଷଙ୍କ ପାଇଁ ମାଗଣା ବୁଷ୍ଟର ଡ଼ୋଜ୍…
() ରାଜ୍ୟରେ ୧୮ରୁ ୫୯ ବର୍ଷଙ୍କ ପାଇଁ ମାଗଣା ବୁଷ୍ଟର ଡ଼ୋଜ୍ ୧୫ ତାରିଖ ଜୁଲାଇରୁ ଆରମ୍ଭ ।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ କୋଭିଡ଼୍ ସ୍ଥିତି ପୂର୍ଣ୍ଣ ନିୟନ୍ତ୍ରଣାଧିନ
ଟିକାକରଣ, ସତର୍କତା ଓ ସଠିକ୍ ସୂଚନା...
ନରସିଂହ ଓ ମୋହନ ମୁହଁlମୁଁହି
() ଦ୍ରୌପଦୀ ମୁର୍ମୁ ସବୁବେଳେ ତାଙ୍କ ଅଞ୍ଚଳର ଆଦିବାସୀ ଓ ଦଳିତଙ୍କ କଥା ଚିନ୍ତା କରିଛନ୍ତି । ଏପରିକି ଝାଡଖଣ୍ଡରେ ରାଜ୍ୟପାଳ ଥିବାବେଳେ ଆଦିବାସୀଙ୍କ ସ୍ୱାର୍ଥ ବିରୋଧୀ ବିଲ ଆସିଥିଲା । ଆଦିବାସୀଙ୍କ...
ଆସନ୍ତାକାଲି ଠାରୁ ମାଗଣା ଟୀକାକରଣ..
() ଆସନ୍ତାକାଲି ଠାରୁ 18 ରୁ 59 ବର୍ଗର ଲୋକଙ୍କୁ ମାଗଣା ଟୀକାକରଣ କୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଙ୍କ ସୂଚନା। ଯେହେତୁ ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି...
15 ମିନିଟ ପାଇଁ ଗୃହ ମୁଲତବୀ…
() ମାଲକାନଗିରି ଚିତ୍ରକୁଣ୍ଡା ପ୍ରସଙ୍ଗରେ ଆଜିର କାର୍ଯ୍ୟ ଶେଷ ହେବା ପୂର୍ବରୁ ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କୁ ବିବୃତି ରଖିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ । ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ପୁଣି ଅସନ୍ତୋଷ ଜାହିର କଲେ...
ନିଗମ ଦେଲେ ଲାଭାଂଶ…
() ବିଭିନ୍ନ ନିଗମ ଓ ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ।
{} ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିଭିନ୍ନ ନିଗମ ଯଥା ଓଡିଶା କୃଷି...
ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ…
() ଆଜି ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ । ଆଜି ବେସ ସରଗରମ ରହିପାରେ ଗୃହ । ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତିକରଣ,ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ବିଦ୍ୟାଳୟ ଓ...
ୱାନ ନେସନ ୱାନ ରାସନ କାର୍ଡ ଯୋଜନା…
() ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ 93 ଲକ୍ଷ 13 ହଜାର 448 ପରିବାରର 3 କୋଟି 25 ଲକ୍ଷ 18 ହଜାର 455 ଜଣ ଯୋଡି ହୋଇଛନ୍ତି । ଏବଂ ରାଜ୍ୟ...
ରାଜ୍ୟରେ ସାର ର ଯୋଗାଣ ଓ କଳାବଜାରୀ କୁ ନେଇ ବିଧାନସଭାରେ ଉଦବେଗ…
() କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ସୁରେଶ କୁମାର ରାଉତରାୟ ଓ ଅଧିରାଜ ପାଣିଗ୍ରାହୀଙ୍କ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଲୋଚନା ବେଳେ ଦୁଇ ବିଧାୟକ ଅଭିଯୋଗ କରିଛନ୍ତି ଯେ ଅଫିସର...
ଏକ ନମ୍ବର ଖଣିଜ ରାଷ୍ଟ୍ରୀୟ :ଓଡିଶା…
() ଖୁବଶୀଘ୍ର ଓଡ଼ିଶାର 15 ଟି ପ୍ରମୁଖ ଖଣି ଏବଂ 16 ଟି ଲଘୁ ଖଣିଜ ବ୍ଲକର ନିଲାମ ହେବ ।
21-22 ରେ 49530 କୋଟି ଟଙ୍କାର ଖଣି ରାଜସ୍ୱ ଆଦୟ ହୋଇଛି।
{}...












