ପ୍ରତାପ ଜେନାଙ୍କୁ ବିରୋଧ କଲେ ମୋହନ…

() ବିଜେଡି ବିଧାୟକ ପ୍ରତାପ ଜେନାଙ୍କୁ ବିଜେପି ବିଧାୟକ ମୋହନ ମାଝୀଙ୍କ ବିରୋଧ। ଗୃହ ବିଭାଗର ଖର୍ଚ୍ଚଦାବି ଆଲୋଚନା ଚାଲିଥିବା ବେଳେ ଶାସକ ଦଳ ତରଫରୁ ପ୍ରତାପ ଜେନା କହିବା ଆରମ୍ଭ କରିଥିଲେ।...

ବିହନ ଆଭାବ ନେଇ ଗୃହରେ ଉଭୟ ଶାସକ ଓ ବିରୋଧୀ….

() ବିହନ ଆଭାବ ନେଇ ଗୃହରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ଗୃହରେ ଉଦବେଗ। 1009 ଧାନ ବିହନ ପୁରଣା ବିହନ ନ ମିଳିବା ନେଲ ପ୍ରଶ୍ନ ଉଠାଇ ଥିଲେ...

ଏନଏଚ ୫୫ ଜାତୀୟ ରାଜପଥ ସମସ୍ୟା….

() ଶୂନ୍ୟକାଳରେ ଉଠିଲା ଏନଏଚ ୫୫ ଜାତୀୟ ରାଜପଥ ସମସ୍ୟ l ବିଜେଡ଼ି ବିଧାୟକ ବ୍ରଜ କିଶୋର ପ୍ରଧାନ ଉଠାଇଲେ ପ୍ରଶ୍ନ l ରାସ୍ତା କାମ କରାଯାଉ ନଥିବାରୁ ଲୋକମାନେ ହଇରାଣ ହେଉଛନ୍ତି...

ମୋହନ ମାଂଝୀଙ୍କୁ ତାରା ଙ୍କ ତେରେଛା ବାଣ…

() ମୋହନ ମାଂଝୀଙ୍କୁ ତାରା ଙ୍କ ତେରେଛା ବାଣ l ଆମର ଯିଏ ଦ୍ରୌପଦୀ ଙ୍କୁ ଦେଲେ ସେ ମର୍ଦ୍ଦପିଲା ଭଳି ଦେଇକି ଆସି କହିଲେ। କିନ୍ତୁ ଗଣତନ୍ତ୍ର ସୁରକ୍ଷା ପାଇଁ ବିଜେପିର...

ରାଷ୍ଟ୍ରପତି ନିର୍ବାଚନ ନେଇ କଣ କହିଲେ :ମୋହନ…

() ରାଷ୍ଟ୍ରପତି ନିର୍ବାଚନ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଙ୍କ ବଡ ମନ୍ତବ୍ୟ। ମାଟିର ଝିଅକୁ ସମସ୍ତେ ସମର୍ଥନ କଲେ। କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ବି କଲେ।...

ଡଃ ଅଜୟ ପରିଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ…

 () ଡଃ ଅଜୟ ପରିଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ। ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସଂପନ୍ନ କରିବା ପାଇଁ ନିଷ୍ପତ୍ତି। () ଜୀବ ବିଜ୍ଞାନ ପ୍ରତିଷ୍ଠାନ (Institute of Life Science) ର ନିର୍ଦ୍ଦେଶକ ପଦ୍ମଶ୍ରୀ...

ହକି ଦୁର୍ନୀତି ସହ ରାଜ୍ୟ କ୍ରୀଡ଼ା ବିଭାଗର ସଂପୃକ୍ତି ନାହିଁ…

() ହକି ଦୁର୍ନୀତି ସହ ରାଜ୍ୟ କ୍ରୀଡ଼ା ବିଭାଗର ସଂପୃକ୍ତି ନାହିଁ। ବିଭାଗ ନାଁ ରେ ଯେଉଁ ଅଭିଯୋଗ ଆସୁଛି ତାହା ଅବାସ୍ତବ ଓ ଅମୂଳକ। ସାହାରା ଛାଡ଼ିବା ପରେ ମୁଖ୍ୟମନ୍ତ୍ରୀ 5...

ATM ରୁ ବାହାରିବ ଖାଦ୍ୟ ଓ ଶଷ୍ୟ…

()ବିଧାନସଭାରେ ଗୃହୀତ ହେଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବି । ଖାଦ୍ୟ ଯୋଗାଣ ବିଭାଗର 1205 କୋଟି 29 ଲକ୍ଷ 49 ହଜାର ଟଙ୍କା...

ଓଡିଶା ଆଇଟି ପଲିସି – ୨୦୨୨କୁ କ୍ୟାବିନେଟର ମଞ୍ଜୁରୀ…

() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଓଡିଶା ଆଇଟି ପଲିସି - ୨୦୨୨କୁ କ୍ୟାବିନେଟର ମଞ୍ଜୁରୀ କରିଛି । ଓଡିଶାକୁ ଦେଶରେ ସୂଚନା...

ଗୃହରେ ଉଠିଲା କାଶୀ ପୁର ଝାଡ଼ାବାନ୍ତି ପ୍ରସଙ୍ଗ

() ପୁଣି ଗୃହରେ ଉଠିଲା କାଶୀ ପୁର ଝାଡ଼ାବାନ୍ତି ପ୍ରସଙ୍ଗ। ଶୂନ୍ୟକାଳରେ ନରସିଂହ ମିଶ୍ର ଉଠାଇ ସଂସଦୀୟ ମନ୍ତ୍ରୀ ରଖିଥିବା ଉତ୍ତରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କାଶୀ ପୁରରେ ଝଡାବାନ୍ତି ହୋଇଛି ମନ୍ତ୍ରୀ...

Follow us

20,832FansLike
0FollowersFollow
14,700SubscribersSubscribe

Latest news