ସଚେତନତା ସପ୍ତାହ ପାଳନ କଲା ସୋଆ….

{} ସୋଆରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ପାଳିତ... () ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଗାଜର ଘାସ (ପାର୍ଥେନିୟମ୍‌)...

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପ୍ରେସମିଟ…

() ଅଵପାତର ପ୍ରଭାବ ରେ ମୟୁରଭଞ୍ଜ ଓ ବାଲେଶ୍ଵର ରେ ପ୍ରବଳ ବର୍ଷା ହୋଇଛି । ଝାଡ଼ଖଣ୍ଡ ରେ ବି ପ୍ରଭଲ ବର୍ଷା ହୋଇଛି । ଯାହାଦ୍ୱାରା ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟରେଜ 7...

2024ରେ ଓଡ଼ିଶାରେ ବିଜେଡି ସରକାର :ସୌମ୍ୟ ପଟ୍ଟନାୟକ

() ରାଜନୈତିକ ଦଳର ପରିଭାଷା ହେଲା କ୍ଷମତାକୁ ଆସିବାକୁ ହେଲେ ନିର୍ବାଚନ ଜିତିବାକୁ ପଡ଼ିବ । ନିର୍ବାଚନ ଜିତି କ୍ଷମତାକୁ ନଆସିଲେ ଲୋକଙ୍କ ଲାଗି ଯାହା କିଛି କରିବାକୁ ଚାହୁଁଛୁ କରିପାରିବୁ ନାହିଁ...

ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ସାମ୍ବାଦିକ ସମ୍ମିଳନୀ…

() ମହାନଦୀ ବେସିନରେ ବନ୍ୟା ସ୍ଥିତି... {} ବର୍ତ୍ତମାନ 24ଟି ଗେଟ ଖୋଲା ଅଛି । 621.93 ଜଳସ୍ତର । ଇନଫ୍ଲୋ 3 ଲକ୍ଷ, ଆଉଟ ଫ୍ଲୋ 4 ଲକ୍ଷ । ଆସନ୍ତା କଲି...

‘ବତାସୀ ଝଡ’ ଉତ୍ସବ…..

() ୧୯୮୧ ମସିହାରେ ମୁକ୍ତିଲାଭ କରିଥିଲା ଷ୍ଟାର୍ ଫିଲ୍ମସ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ବତାସୀ ଝଡ଼’ । ଆରତୀ ମହାନ୍ତିଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ରମେଶ ମହାନ୍ତି । ଭାରତୀୟ...

୧୫ଦିନରିଲିଫ ଘୋଷଣା କଲେ ମୁଖ୍ୟମନ୍ତ୍ରୀ….

() ଆକାଶ ମାର୍ଗ ରୁ ମୁଖ୍ୟମନ୍ତ୍ରୀ ଙ୍କ ବନ୍ୟାଞ୍ଚଳ ପରିଦର୍ଶନ କ୍ଷତିଗ୍ରସ୍ତ ଅଞ୍ଚଳ ରେ ପନ୍ଦର ଦିନ ପାଇଁ ରିଲିଫ ସହାୟତା ଘୋଷଣା। ପାଣି ଛାଡିବାର ସାତଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ, ପନ୍ଦର ଦିନ ରେ...

ବନ୍ୟା ପରିସ୍ଥିତି ର ନେଇ ସୂଚନା ଦେଲେ :ପ୍ରଦୀପ ଜେନା…

() ଗତକାଲି ଠୁ ମହାନଦୀ ଉପର ମୁଣ୍ଡରେ କି ତଳ ମୁଣ୍ଡରେ ବର୍ଷା ହୋଇ ନାହିଁ । ମହାନଦୀ କୁ 4 ଲକ୍ଷ 40 ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି ।...

ବନ୍ଦ ହୋଇପାରେ ହୀରାକୁଦ ଗେଟ…

() ସନ୍ଧ୍ୟା ସୁଦ୍ଧା ହୀରାକୁଦ ଗେଟ ବନ୍ଦ କରିବା ପାଇଁ ନିଷ୍ପତ୍ତି ହେବ। ହୀରାକୁଦରୁ ଛଡା ଯାଇଥିବା ପାଣି ମୁଣ୍ଡଳୀରେ ପହଞ୍ଚିବ। ବର୍ତ୍ତମାନ ଯେତିକି ଜଳ ପ୍ରବାହିତ ହେଉଛି ତାହା କିଛି ସମୟ...

ବନ୍ୟାଞ୍ଚଳ ପରଦର୍ଶନ କରିବେ: ମୁଖ୍ୟମନ୍ତ୍ରୀ..

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଅପରାହ୍ନ ସାଢେ ତିନିଟା ରେ ଖୁରଧା, ପୁରୀ, କଟକ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିବେ । ମୁଖ୍ୟମନ୍ତ୍ରୀ...

ଆଇଆଇଏମ୍‍ସିର ପ୍ରତିଷ୍ଠା ଦିବସ ପାଳିତ : ମୂଲ୍ୟବୋଧକୁ ଅଧିକ ଗୁରୁତ୍ୱ ଦେଉ ଗଣମାଧ୍ୟମ”

ଢେଙ୍କାନାଳ: ଦେଶ ସ୍ୱାଧୀନ ସମୟରୁ ଆଜି ଯାଏ ସାମ୍ବାଦିକତାରେ ବିଭିନ୍ନ ପରିବର୍ତ୍ତନ ହୋଇଛି । ନିର୍ଭୀକ ସାମ୍ବାଦିକତା ହିଁ ଭାରତର ସ୍ୱାଧୀନତା ପ୍ରାପ୍ତିରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲା । ହେଲେ ବର୍ତ୍ତମାନ...

Follow us

20,832FansLike
0FollowersFollow
14,700SubscribersSubscribe

Latest news