ରାଜସ୍ୱ ମନ୍ତ୍ରୀ ଙ୍କ ପ୍ରେସ ମିଟ…

() ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲିକ ଓ ସ୍ୱତନ୍ତ୍ର ରିଲିଫ କମିଶନର ଙ୍କ ପ୍ରେସମିଟ।ରାଜ୍ୟରେ ଆହୁରି ୪ ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ । ଆଗାମୀ...

ବଢିଲା ଚାଷୀ ପଞ୍ଜିକରଣ ଅବଧି…

() ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଚଳିତ ମାସ ୨୨ ତାରିଖ (୨୨.୦୮.୨୦୨୨)ପର୍ଯ୍ୟନ୍ତ ବଢିଲା.. ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଚଳିତ ମାସ ୨୨ ତାରିଖ...

ସୋଆ ପକ୍ଷରୁ ୭୬ତମ ସ୍ୱାଧୀନତା ଦିବସ ପାଳିତ…

() ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋମବାର ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ପତାକା...

ଦୁଇଦିନ ପରେ ପୁଣି ବର୍ଷିବ…

{} ଅଗଷ୍ଟ ୧୮ରୁ ଓଡ଼ିଶାରେ ପୁଣି ଅଧିକ ବର୍ଷା ସମ୍ଭାବନା: ସିଇସି... () ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅକ୍ଟୋବର ୧୮ ତାରିଖରେ ରାଜ୍ୟର ଉପକୂଳବର୍ତୀ ଉତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ...

ସମ୍ ହସ୍ପିଟାଲ୍ ପରିସରରେ ପ୍ରଦର୍ଶିତ ହେଲା ଅହିଂସା ରଥ….

() ସ୍ୱାଧୀନତାର ୭୫ ବର୍ଷ ପୂର୍ତୀ ଅବସରରେ ମହାତ୍ମାଗାନ୍ଧୀଙ୍କ ବାର୍ତା ସହ ବହୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମହାନ ଅବଦାନ ସମ୍ପର୍କରେ ସୂଚନା ପ୍ରଦାନ କରୁଥିôବା ତଥା ସାରା ରାଜ୍ୟରେ ପରିକ୍ରମା କରିବାକୁ ଥିବା...

ରାଜ୍ୟରେ ଗମ୍ଭୀର ରହିଛି ବନ୍ୟା ସ୍ଥିତି…

()ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି,ଆସନ୍ତା ୪୮ ରୁ ୭୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : SRC ବନ୍ୟାର ଏପରି ସ୍ଥିତି ୩ ରୁ ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ । {} ରାଜ୍ୟରେ...

ବିପଦ ସଙ୍କେତ ଉପରେ ପ୍ରଭାହିତ ହେଉଛି ବନ୍ୟା ଜଳ…

() ପଥରଲା,ଖଇରମାଳ, ବରମୂଳରେ ଜଳ ପ୍ରବାହ କମିଛି । ମୁଣ୍ଡଳୀରେ ଜଳ ସ୍ତର ବଢ଼ିଛି । ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରଭାହିତ ହୋଇଛି । 11 ଲକ୍ଷ 60 ହଜାର...

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାସ୍ଥିତି ସମୀକ୍ଷା….

() ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପରିସ୍ଥିତି ସମୀକ୍ଷା ସବୁ ଜୀବନ ମୂଲ୍ୟବାନ ହେଉଛି ଆମର ନୀତି। ଯେପରି ଗୋଟିଏ ବି ଜୀବନ ହାନୀ ନ ହୁଏ ଓ ଯୋଗାଯୋଗରେ କୌଣସି ଗୁରୁତର ବିଭ୍ରାଟ ନ ହୁଏ,...

ବିପଦର ବନ୍ଧୁ ରମେଶ….

() ଦୁର୍ଦ୍ଦିନର ସଖା। ଯେଉଁଠି ବିପଦ ଆସିଲେ ସଙ୍ଗେ ସଙ୍ଗେ ସେଠାରେ ପହଂଚି ଯାଆନ୍ତି। ସେ ରାତି ହେଉ ଅବା ଦିନ। ତାର କୋୖଣସି ଫରକ ପଡେ ନାହିଁ। ଆଉ ନିଜ ନିର୍ବାଚନୀ...

ପାଣି ରେ ଭାସି ତ୍ରିରଙ୍ଗା ଉଡ଼ାଇ ଲେ ଯୋଗ ଗୁରୁ ଅଶୋକ ବରାଳ….

() ସ୍ବାଧିନତା ଦିବସ ନିଆରା ଢଙ୍ଗରେ ପାଳିତ ପାଣି ରେ ଭାସି ତ୍ରିରଙ୍ଗା ଉଡ଼ାଇ ଲେ ଯୋଗ ଗୁରୁ ଅଶୋକ ବରାଳ। ଜଳରେ ଭାସିବାର କୈାଶଳ ବିଶ୍ୱବାସୀଙ୍କୁ ଜଳ ବୁଡ଼ି ରୁ ଦେବ ମୁକ୍ତି। {} ଭୁବନେଶ୍ୱର...

Follow us

20,832FansLike
0FollowersFollow
14,700SubscribersSubscribe

Latest news