ଲୋକସେବା ଭବନରେ ସ୍ବରାଜ ବୃକ୍ଷ ରୋପଣ କଲେ ମୁଖ୍ୟମନ୍ତ୍ରୀ…
() ସ୍ବାଧୀନତାର ୭୫ ବର୍ଷରେ ଗାନ୍ଧୀ ଜୟନ୍ତୀ ,
ଲୋକସେବା ଭବନରେ ସ୍ବରାଜ ବୃକ୍ଷ ରୋପଣ କଲେ ମୁଖ୍ୟମନ୍ତ୍ରୀ।
ଅହିଂସା ରଥକୁ ସ୍ବାଗତ, ସମ୍ମାନିତ ହେଲେ ସ୍ବାଧୀନତା ସଂଗ୍ରାମୀ।
ଅଶ୍ବତ୍ଥ ବୃକ୍ଷ ଶାନ୍ତି, ସ୍ବାଧୀନତା ଓ ଅହିଂସାର...
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଆଜି ହେଉଛି ମହାଷ୍ଟମୀ…
() ଦୁର୍ଗା ପୂଜା ପାଇଁ ଚଳ ଚଂଚଳ ହୋଇଛି ଶକ୍ତପୀଠ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଆଜି ହେଉଛି ମହାଷ୍ଟମୀ। ସକାଳୁ ମହା ସ୍ନାନ ପରେ ମା ଦ୍ବିଭୁଜାଙ୍କ ପାଦ ସ୍ପର୍ଶ...
ରାଜନୀତିର ଗ୍ରାଣ୍ଡ ମାଷ୍ଟର ନବୀନ….
()ରାଜନୀତିର ଗ୍ରାଣ୍ଡ ମାଷ୍ଟର ନବୀନ । ଦେଶର ଲମ୍ବା ସମୟ ମୁଖ୍ୟମନ୍ତ୍ରୀ ରହିବାରେ ନବୀନର ରହିଛି ସ୍ବତନ୍ତ୍ର ପରିଚୟ । ୨୫ ବର୍ଷ ଧରି ନିରନ୍ତର ଭାବେ ରାଜ୍ୟ ଶାସନ କ୍ଷମତାର ମଙ୍ଗ...
ଖାଦ୍ୟ ସୁରକ୍ଷା ରାଜ୍ୟ ହିତାଧିକାରୀଙ୍କୁ ତିନି ମାସ ଅତିରିକ୍ତ ଚାଉଳ…
() ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ମାନଙ୍କୁ ଆଉ ତିନି ମାସ ପାଇଁ ଅତିରିକ୍ତ ୫ କେ.ଜି ଚାଉଳ ଯୋଗାଇ ଦେବା ପାଇଁଁଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।...
ଗାନ୍ଧୀ ଜୟନ୍ତୀଠାରୁ ପଦଯାତ୍ରା ଆରମ୍ଭ କରିବ ବିଜେଡ଼ି…
() ବିଜେଡିର ଜନସଂପର୍କ ପଦଯାତ୍ରା ପ୍ରସ୍ତୁତି ବୈଠକ ଉଦଯାପିତ।
ଲୋକଙ୍କ ସେବା ହେଉଛି ମୁଖ୍ୟ, ରାଜନୀତି ଏଥିପାଇଁ ଏକ ମାଧ୍ୟମ ମାତ୍ର : ମୁଖ୍ୟମନ୍ତ୍ରୀ।
ନିର୍ବାଚନ ବେଳେ ରାଜନୀତି ହୁଏ, ନିର୍ବାଚନ ସରିଲେ ସମସ୍ତେ ଏକାଠି...
ଜନ୍ମପୀଠକୁ ଆକର୍ଶଣୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କର-ମୁଖ୍ୟ ଶାସନ ସଚିବ…
() ଉତ୍କଳମଣିଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପରେ ଉଲ୍ଲେଖନୀୟ ଅଗ୍ରଗତି।
ସ୍ମାରକୀ ସଂଗ୍ରହାଳୟ ନିର୍ମାଣ ଶେଷ ପର୍ଯ୍ୟାୟରେ।
ଜନ୍ମପୀଠକୁ ଆକର୍ଶଣୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କର-ମୁଖ୍ୟ ଶାସନ ସଚିବ।
ନିର୍ମାଣ କାର୍ଯ୍ୟ ଡ଼ିସେମ୍ବର ଶେଷସୁଦ୍ଧା ସାରିବାକୁ ଲକ୍ଷ୍ୟଧାର୍ଯ୍ୟ।
{} ମୁଖ୍ୟମନ୍ତ୍ରୀ...
ବିଜୁ ଜନତା ଦଳ ଏକ ସାମୂହିକ ଆଦୋଳନରେ ପରିଣତ ହୋଇଛି: ପ୍ରଣବ ପ୍ରକାଶ…
{} ଭୁବନେଶ୍ଵର ବରମୁଣ୍ଡା ପଡ଼ିଆରେ ଦୁଇ ଦିନିଆ ପଦଯାତ୍ରା ପ୍ରସ୍ତୁତି ବୈଠକ ଆରମ୍ଭ।
ସରକାରଙ୍କ ଜନକଲ୍ୟାଣ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ: ମୁଖ୍ୟମନ୍ତ୍ରୀ।
ବିଜୁ ଜନତା ଦଳ ଏକ ସାମୂହିକ ଆଦୋଳନରେ ପରିଣତ ହୋଇଛି: ପ୍ରଣବ...
ମନ୍ତ୍ରୀ ଅତନୁ ସବ୍ୟସାଚୀ ଙ୍କ ରାୟଗଡ ଗସ୍ତ…
() ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ, ସମବାୟ ମନ୍ତ୍ରୀଙ୍କ ରାୟଗଡ ଗସ୍ତ।
ବିକାଶ ମୂଳକ କାର୍ୟ୍ୟକ୍ରମ ସଂପର୍କରେ ସମୀକ୍ଷା।
ସହରାଚଂଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍ଘାଟିତ ରାୟଗଡ।
{} ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ତଥା...
ଆଇଏମ୍ଏସ୍ ଆଣ୍ଡ ସମ୍ର ବାର୍ଷିକ ଉତ୍ସବ ଇମ୍ପଲସ୍ ଆୟୋଜିତ…
() ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଯେ ବେଶ ମନୋରଞ୍ଜନଧର୍ମୀ ହୋଇପାରନ୍ତି ତାହା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଛାତ୍ରଛାତ୍ରୀମାନେ ଦେଖାଇପାରିଛନ୍ତି । ସେପ୍ଟେମ୍ବର ୨୨ ରୁ...
୨୪ ନୁହେଁ, ୨୦୨୩ରେ ହେବ ନିର୍ବାଚନ : ବିଜେଡିର ବଡ଼ ପ୍ରସ୍ତୁତି, ପଛରେ ବିରୋଧି….
() ୨୦୨୪ ନୁହେଁ, ୨୦୨୩ ନଭେମ୍ବର କି ଡ଼ିସେମ୍ବରକୁ ହୋଇପାରେ ସାଧାରଣ ନିର୍ବାଚନ । ଦେଶ ଓ ରାଜ୍ୟରେ ଆଗୁଆ ନିର୍ବାଚନକୁ ନେଇ ମଧ୍ୟ ନିର୍ବାଚନୀ ମାହୋଲ ବି ସୃଷ୍ଟି ହେଲାଣୀ ।...