ଯାଜପୁରରେ ପୁଣି ନୂଆ 4ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ 12

- Advertisement -

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଆଜି ରାଜ୍ୟରେ ଆଉ 4ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ସେ 4ଜଣ ଯାଜପୁର ଜିଲ୍ଲାର ବୋଲି ଏବେ ଟୁଇଟ କରି ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦେଇଛି । ଯାଜପୁର ଚି଼ହ୍ନଟ ହୋଇଥିବା 4ଜଣ କରୋନା ଆକ୍ରାନ୍ତ ମଧ୍ୟରୁ 3ଜଣ ଯାଜପୁର ବ୍ଲକ ଓ ଜଣେ ଦଶରଥପୁର ବ୍ଲକ ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି l ଏବେ ରାଜ୍ୟରେ କରୋନା ପଜେଟିବଙ୍କ ସଂଖ୍ୟା 87ରେ ପହଞ୍ଚିଛି । ଏବେ ରାଜ୍ୟରେ ମୋଟ 53ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏହାସହ 33 ଜଣ ସୁସ୍ଥ ହୋଇ ଘରକୁ ଗଲେଣି । ଏ ନେଇ ଟୁଇଟ କରି ଜଣାଇଛନ୍ତି ରାଜ୍ୟ ସରକାର।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles