ରାଜ୍ୟରେ ନୂଆ ୬୫କରୋନା ଆକ୍ରାନ୍ତ: ମୋଟ ୭୩୭…

- Advertisement -

ଭୁବନେଶ୍ୱର :ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁ ନାହିଁ। ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ଆଉ ୬୫କରୋନା ପଜେଟିଭ ଟିହ୍ନଟ ହୋଇଛନ୍ତି । ସେମାନେ ,ଯାଜପୁର-୩୧ ଗଂଜାମ-୧୩,କଟକ-୬,କେନ୍ଦ୍ରାପଡା-୪,ପୁରୀ-୪,ଖୋର୍ଦ୍ଧା-୩,ଖୋର୍ଦ୍ଧା-୩,ମୟୁରଭଞ୍ଜ-୨,ନୟାଗଡ଼-୨ ବୋଲି ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ରାଜ୍ୟରେ ମୋଟ ୭୩୭ ଆକ୍ରାନ୍ତଙ୍କ ସଂଖ୍ୟା ରେ ପଂହଚିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles