ବଲାଙ୍ଗୀରକୁ ବ୍ୟାପିଲା କରୋନା,ଯାଜପୁରରେ ଆଉ ୩  :@୧୪୮ 

- Advertisement -

ଭୁବନେଶ୍ୱର : ବର୍ତ୍ତମାନ ଓଡ଼ିଶାରେ ଆଉ ୫  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଉଛି ପ୍ରଥମଥର ପାଇଁ ବଲାଙ୍ଗୀରରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଉଭୟଙ୍କ ବୟସ ୨୨ ଓ ୧୮ ବର୍ଷ ଲେଖାଏଁ ।ସେମାନେ ତାମିଲନାଡୁ ଫେରନ୍ତା । ଏପଟେ ଯାଜପୁର ଜିଲ୍ଲାରୁ ଆଉ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ଜିଲ୍ଲାରେ ୩୯  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। କଟିକାଟା ବର୍ତ୍ତମାନ ଜିଲ୍ଲାର କରୋନା ସେଣ୍ଟର ପାଲଟିଛି।ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ।ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮  ରେ ପହଁଚିଲା। ଯାଜପୁର ରେଡ ଜୋନରେ ଅଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles