ଚିନ୍ତା ବଢ଼ାଉଛି ଭଦ୍ରକ : ୪ ନୂଆ ଆକ୍ରାନ୍ତ ଚିହ୍ନଟ

- Advertisement -

ଭଦ୍ରକ : ବର୍ତ୍ତମାନ ଓଡ଼ିଶାରେ ଆଉ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଉଛି ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲ୍ଲାର । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୧୬ ଛୁଇଁଲା କରୋନା ସଂଖ୍ୟା। ସମସ୍ତ ଆକ୍ରନ୍ତ ପଶ୍ଚିମ ବଙ୍ଗ ଫେରନ୍ତା ବୋଲି ଜଣାଇଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ।
ଏଥିମଧ୍ୟରୁ ୨ ଜଣ ଧାମନଗର ଥିବାବେଳେ ଆଉ ୨ ଜଣ ତିହିଡି ବ୍ଲକର । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪ରେ ପହଁଚିଲା।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles