ବାଲେଶ୍ଵରରେ ପୁଣି 5 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ…

- Advertisement -

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଆଜି ରାଜ୍ୟରେ ଆଉ 5ଜଣ କରୋନା ଆକ୍ରାନ୍ତଙ୍କ
ଚିହ୍ନଟ ହୋଇଛନ୍ତି । 5ଜଣ ବାଲେଶ୍ଵର ବୋଲି ଏବେ ଟୁଇଟ କରି ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦେଇଛି ।ଏବେ ରାଜ୍ୟରେ କରୋନା ପଜେଟିବଙ୍କ ସଂଖ୍ୟା 79 ରେ ପହଞ୍ଚିଛି । ବର୍ତମାନ ବାଲେଶ୍ୱରରେ ଆକ୍ରାନ୍ତ ସଂଖ୍ୟା 8ରେ ପହଂଚିଛି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles