ଇସ୍ତଫା ପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ…

- Advertisement -

ଭୁବନେଶ୍ୱର : ଇସ୍ତଫା ପତ୍ର ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ନିଷ୍ପତ୍ତି ବଦଳାଇବା କହିଛନ୍ତି ଜଗନ୍ନାଥ। ସଭାପତି ଚୟନକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାସହ ସେ କହିଛନ୍ତି , ଦଳର କିଛି ଅବ୍ୟବସ୍ଥା ଥିଲା। ତାକୁ ନେଇ ମନରେ ଅଭିମାନ ଥିଲା। ଦଳର ଶୀର୍ଷ ନେତୃତ୍ୱ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ପରେ ସେସବୁ ଦୁର ହୋଇଛି। ଏବେ ଏକାଠି ରହିବୁ, କାମ କରିବୁ ।
ଗତ କାଲି ସନ୍ଧ୍ୟାରେ ବିଜେପିରୁ ଇସ୍ତଫା ଦେଇଥିଲେ ଜଗନ୍ନାଥ ପ୍ରଧାନ।। ସେ ଭୁବନେଶ୍ୱର ବିଜେପିର ଜଣେ ଦକ୍ଷ ସଂଗଠକ। ପରେ ତାଙ୍କୁ ଦଳ ବୁଝେଇବାରେ ସଫଳ ହୋଇଛି। ସେ ଏବେ ପୁଣି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।ଯାହା କି ଦଳ ପାଇଁ ଏକ ଭଲ ଖବର କୁହାଯାଇ ପାରେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles