କିଏ ହେବ ଛାମୁଆ ସଭାପତି !

- Advertisement -

ଭୁବନେଶ୍ୱର : ବିଜେଡ଼ିର ୩ ଛାମୁଆ ସଂଗଠନର ନେତା କିଏ ହେବ । ତାହାକୁ ନେଇ ଦଳ ଭିତରେ ଆରମ୍ଭ ହୋଇଛି ଲବି । ଏହି ୩ ଛମୁଆ ସଂଗଠନର ଦାୟିତକବ ନିର୍ବାଚିତ ଜନ ପ୍ରତିନିଧିଙ୍କ ହାତରେ ନ୍ୟସ୍ତ କରିବାକୁ ଦଳ ନିଷ୍ପତି ନେଇଛି । ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ବିଜେଡ଼ି ଯୁବ,ମହିଳା.ଛାତ୍ର ସଂଗଠନ ବିଧାୟକଙ୍କ ଦେବାକୁ ଦଳ ନିଷ୍ପତି ନେଇଛି । ଯୁବ ସଭାପତି ହେବ ବିଜେଡ଼ି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା, ମିହିଳା ସଭାନେତ୍ରୀ ଲତିକା ପ୍ରଧାନ କି ସେହ୍ନାଙ୍ଗୀନି ଛୁରିଆ ଓ ଛାତ୍ର ସଭାପତି ହେବେ ଦେବୀ ପ୍ରସହ୍ନ ତ୍ରୀପାଠୀ । ବର୍ତ୍ତମାନ ସୁଦ୍ଧା ଏହି ନାଁ ଫାଇନାଲ ହୋଇଥିବା ବିଜେଡ଼ି ଅନ୍ଦର ମହଲରୁ ଖବର ମିଳିଛି ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles