ବିଜେଡି ଏକ ଦଳ ନୁହେଁ, ଆନ୍ଦୋଳନ: ନବୀନ

- Advertisement -

ଭୁବନେଶ୍ୱର : ବିଜେଡି ଏକ ଦଳ ନୁହେଁ ଏକ ଆନ୍ଦୋଳନ l ମୋ ବିନା ଦଳ ଚାଲିପାରିବ l ବିଜେଡି କୌଣସି ନେତା, ଏମିତିକି ମୋ ଉପରେ ମଧ୍ୟ ନିର୍ଭରଶୀଳ ନୁହେଁ l ଓଡିଶା ବାସୀ ଦେଇଥିବା ଦାୟିତ୍ୱ କୁ ଆମେ ନମ୍ରତା ସହ ପାଳନ କରୁଛୁ l ସାଢେ ଚାରି କୋଟି ଓଡିଶା ବାସୀ ମୋ ପରିବାର l ଭୋଟ କ୍ଷମତା ପାଇଁ ନୁହେଁ, ପରିବାର ସେବା ପାଇଁ ଆମେ ସଂକଳ୍ପବୋଧ l ନିର୍ବାଚନ ଜିତିବା ପାଇଁ ଆମେ କାମ କରୁନାହୁଁ l ଲୋକଙ୍କ ସେବା କରିବାକୁ ଓ ସେବା ଦ୍ୱାରା ଲୋକଙ୍କ ହୃଦୟ ଜିତିବା ପାଇଁ l ବିଜେଡି ର 23 ତମ ପ୍ରତିଷ୍ଠା ଦିବସରେ, ଦଳୀୟ କର୍ମୀ ଓ ନେତାଙ୍କୁ ଏଭଳି ଅଭୟବାଣୀ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଏହା ସହ ବିଜେଡି କର୍ମୀ ଓ ନେତାଙ୍କୁ ସରଳ ଜୀବନ ବିତେଇବା ସହ ଲୋକଙ୍କ ସେବା କରିବାକୁ ପୁଣିଥରେ ନବୀନ ପରାମର୍ଶ ଦେଇଛନ୍ତି l ନିଜ ଅଭିଭାଷଣରେ ନବୀନ କେନ୍ଦ୍ର ବିରୁଦ୍ଧରେ ପଦଟିଏ ହେଲେ କହିନାହାନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles