ବିଜେପୁର ନିଶ୍ଚିତ ଜିତିବୁ : ନବୀନ

- Advertisement -

ଦିଲ୍ଲୀ : ବିଜେପୁରରେ ବିଜେଡି ନିଶ୍ଚିତ ଜିତିବ l ଏପରି ଭବିଷ୍ୟତବାଣୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l 2018 ବିଜେପୁର ଉପ -ନିର୍ବାଚନ ଓ 2019 ସାଧାରଣ ନିର୍ବାଚନରେ ବିଜେଡି ବିଜେପୁର ବାଜି ମାରିବା ପରେ ଏପରି ଦମ୍ଭକ୍ତି ପ୍ରକାଶ କରିଛନ୍ତି ନବୀନ l
ଯେ କୌଣସି ସମୟରେ ବିଜେପୁର ଉପ -ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ l ତେଣୁ ସେଥିପାଇଁ ବିଜେଡି ଅଣ୍ଟା ଭିଡିଛି l କାରଣ କୌଣସି ନିର୍ବାଚନକୁ ବିଜେଡି ହାଲକା ଭାବେ ନିଏନାହିଁ l ବିଜେପୁର ପାଇଁ ନବୀନ 4ଜଣିଆ ସ୍ୱତନ୍ତ୍ର ଟିମ ଗଠନ କରିଛନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles