ସବୁ ଜିଲ୍ଲାରେ ହେବ କରୋନା ଟେଷ୍ଟ….

- Advertisement -

ଭୁବନେଶ୍ୱର : ଯେଉଁ ଜିଲ୍ଲାରେ କରନା ସଂକ୍ରମଣ ହୋଇନାହ ସେହି ଜିଲ୍ଲାରେ ପ୍ରତି 10 ହଜାରରେ ଗୋଟିଏ ସାମ୍ପୁଲ ପରୀକ୍ଷା ହେବ। ଯେଉ ଡାକ୍ତର ନର୍ସ ଏବଂ ପରା ମେଡିକାଲ ଷ୍ଟେଫ କରନା ରୋଗୀଙ୍କ ସେବା କରୁଛନ୍ତି ସେମାନଙ୍କୁ ସେବାର 15 ଦିନ ପରେ ସେମାନଙ୍କ ସ୍ଵବ ପରୀକ୍ଷା ହେବା ସହ ସେମାନଙ୍କୁ ହସ୍ପିଟାଲରେ ଫେସିଲିଟି କ୍ଵରେଣ୍ଟଇଁ ନ ରେ ରଖାଯିବ। ସ୍ୱାବ ପରୀକ୍ଷା ପରେ ଯଦି କୋ ରନ ଲକ୍ଷଣ ନ ବାହାରିଲା ପୁଣି ସ୍ୱାସ୍ଥ୍ୟ ସେବା ରେ ନିୟୋଜିତ ହେବେ। ହ ଟ ସ୍ପି ଟ ଚିନ୍ହଟ ହୋଇ ଥିବା ଦୁଇ ଜିଲ୍ଲାରେ 3 ପର୍ଯ୍ୟୟ ରେ ପରୀକ୍ଷା ଭିହେବ। ପ୍ରଥମ ପର୍ଯ୍ୟାୟରେ କର ନ ରୋଗୀଙ୍କୁ ଚିକିତ୍ସ କରୁଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ରୋଗୀ ଙ୍କ ପରିବାରର ସ୍ୱାବ ଟେଷ୍ଟ ହେବ। ଦୂତୀୟ ପର୍ଯ୍ୟୟରେ ପୋଲିସ ଓ ମୁନ୍ସୀପଲଟି ସଫେଇ କର୍ମଚାରୀ ଙ୍କ ପରୀକ୍ଷା ହେବ। ତୃତୀୟ ପର୍ଯ୍ୟୟରେ ବଳକା ଲୋକଙ୍କ ରେଣ୍ଡମ ଲି ପରୀକ୍ଷା ହେବ। ଏହି ସୂଚନା ଦେଇଛନ୍ତି ଜନ ସ୍ଵାସ୍ଥ୍ୟନିର୍ଦେଶକ ଅଜିତ ମହାନ୍ତି l

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles