ରାଜ୍ୟରେ ଜାରି ରହିଛି ଘରକୁ ଘର ଟୀକାକରଣ…

- Advertisement -

( ) ଆଜି ସୁଦ୍ଧା 4 କୋଟି 82 ଲକ୍ଷ୍ୟ ଟୀକା ଦେଇ ସାରିଲୁଣି।2 କୋଟି 88 ଲକ୍ଷ୍ୟ ପ୍ରଥମ ଡୋଜ ଦେଇଛୁ
37 ଲକ୍ଷ୍ୟ ଲୋକ ପ୍ରଥମ ଡୋଜ ଟୀକା ଏବେ ବି ନେଇ ନାହାଁନ୍ତି। 31 ଲକ୍ଷ୍ୟ ଲୋକଙ୍କର ଦ୍ଵିତୀୟ ଡୋଜ ମଧ୍ୟ ବର୍ତ୍ତମାନ ସୁଦ୍ଧା ବାକି ରହିଛି। ଆମର ଲକ୍ଷ୍ୟ ରହିଛି ଜାନୁଆରୀ 15 ସୁଦ୍ଧା ପ୍ରଥମ ଡୋଜ ସାରିବାକୁ ଓମିକ୍ରନକୁ ଦୃଷ୍ଟିରେ ରଖିକି ସର୍ଭିଲାନସ ଜୋରଦାର କରାଯାଉଛି
ପଜେଟିଭ ଆସିଲେ ଜିନୋମ ଅନୁଶୀଳନ ପାଇଁ ପଠାଯାଉଛି।

ବିଜୟ ପାଣିଗ୍ରାହୀ,ପରିବାର କଲ୍ୟାଣ ନିର୍ଦେଶକ

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles