୧୪ ଯାଏ ବର୍ଷା…

- Advertisement -

ଭୁବନେଶ୍ୱର : ଆଜିଠାୁ ୧୪ ତାରିଖ ଯାଏ ବର୍ଷା ହେବ । ଛତିଶଗଡ଼ –ଓଙ୍ଗ଼ିଶା- ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହାର ପ୍ରଭାବରେ ଉତ୍ତର- ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓଡ଼ିଶା ବି ବର୍ଷା ହେବ । ଏବେ ରାଜ୍ୟରେ ମୌସୂମୀ ସକ୍ରୀୟ ରହିଛି । ଯାହା ଫଳରେ କୋହଲା ପାଗ ସହ ବର୍ଷା ଲାଗି ରହିବ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଅଯାଇଛତ । ୧୧ରୁ ୧୪ ତାରିଖ ଯାଏ ରାଜ୍ୟରେ ଅଧିକାଂଶ ଅଂଚଳରେ ବର୍ଷା ଜାରୀ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ପୁରା ଓଡ଼ିଶାରେ ବର୍ଷା ହେବ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles