ସୂର୍ଯ୍ୟନଗରକୁ ଯିବା ମନା….

- Advertisement -

ସୂର୍ଯ୍ୟନଗର ଅଂଚଳର ପ୍ରତିରୋଧ ଅଂଚଳ ରେ ଲୋକମାନେ ଘରେ ରହିବାକୁ ଦିଆଗଲା ନିର୍ଦେଶ। ସଂପୃକ୍ତ ଅଞ୍ଚଳରେ କେହି ବାହାର ଲୋକେ ପସିବେନି କିମ୍ବା ଭିତରର ଲୋକେ ବାହାରକୁ ନ ଆସିବାକୁ ନିର୍ଦେଶ। ପ୍ରତିରୋଧ ଅଂଚଳର ସବୁ ଦୋକାନ ବଜାର ବନ୍ଦ। ଘରୋଇ ସରକାରି ଅନୁଷ୍ଠାନ ବନ୍ଦ। ସୂର୍ଯ୍ୟ ନଗର ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ କଥା ବୁଝିବାକୁ ନିୟୋଜିତ ହେଲେ ଦୁଇଜଣ ବରିଷ୍ଠ ଓଏଏସ ଅଧିକାରୀ ଓ ଜଣେ ଡକ୍ଟର। ବିଏମସି ଡେପୁଟି କମିଶନର କମଲଜିତ ଦାସ, ଭବାନୀ ପ୍ରସାଦ ମିଶ୍ର ଓ ଆଉ ଜଣେ ଡାକ୍ତର ନିୟୋଜିତ ହେଲେ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -spot_imgspot_img

Latest Articles