ଭାଇଙ୍କ ଶୁଭ ମନାସୀ ମାଁ ଙ୍କୁ ଆବାହନ କଲେ କୁଆଁରୀ ଝିଅ

  1. ବ୍ୟାସନଗର: ଓଡିଶା ର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ଆଜିଠାରୁ ଆରମ୍ଭ ହୋଇଛି ମାଁ ଖୁଦୁରୁକୁଣୀ ଙ୍କ ପୂଜା  ।ଓଡିଆ ଘରର ପରମ୍ପରା ସ୍ବରୂପ ଏହି ପୂଜା ଓଡିଆ ଘରର କୁଆଁରୀ ଝିଅ ମାନେ ନିଜ ଭାଇ ମାନଙ୍କ ଶୁଭ ମନାସୀ ଏହି ପୁଜା ବହୁ ଆଡମ୍ବର ସହକାରେ ପାଳନ କରିଥାନ୍ତି । ଏହି ପୁଜା ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ପାଳନ କରାଯାଇଥାଏ ।

Related Articles

Stay Connected

20,832FansLike
0FollowersFollow
13,350SubscribersSubscribe
- Advertisement -

Latest Articles