( )ରାଜ୍ୟରେ ଏଯାଏଁ ସରିନି ଶତପ୍ରତିଶତ ପ୍ରଥମ ଡୋଜ ଟିକା କରଣ। ଟିକା ନେବାକୁ ବାକି ଅଛନ୍ତି
ଆହୁରି ୨୧ ଲକ୍ଷ ଲୋକ। ତେବେ ସେମାନଙ୍କୁ କିପରି ଶୀଘ୍ର ଟିକା କରଣ କରାଯିବ ତେଣୁ ଘର ଘର ବୁଲି ସେମାନଙ୍କୁ ଚିହ୍ନଟ କରି ଟିକା ଦେବାକୁ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଉଭୟ ଡୋଜ ୫କୋଟି ୬୨ ଲକ୍ଷ ଦିଆସଲାଣି। ତା ଭିତରୁ ପ୍ରତିଶତ ପ୍ରଥମ ୯୩.୫% ଓ ୭୪ ପ୍ରତିଶତ ଦ୍ୱିତୀୟ ଡୋଜ ରହିଛି। ସେହିପରି ୧୫ ରୁ ୧୮ ବର୍ଷ ଭିତରେ ୧୪ ଲକ୍ଷରୁ ଅଧିକ ଟିକା ଦିଆ ସରିଛି। ଯାହା କି ଟାର୍ଗେଟରୁ ୫୯ % । ଏହାସହ ୩ ଲକ୍ଷ ୮୭ହଜାର ପ୍ରିକସନ ଡୋଜ ଦିଆ ସରିଛି। ଆଜି ରାଜ୍ୟରେ ୩୨୬୨ ଟି ଟିକା କରଣ କେନ୍ଦ୍ରରେ ଟିକା କରଣ ଜାରି ରହିଥିବା କହିଛନ୍ତି
ପରିବାର କଲ୍ୟାଣ ନିର୍ଦ୍ଦେଶକ ।
ବାଇଟ- ବିଜୟ ପାଣିଗ୍ରାହୀ, ପରିବାର କଲ୍ୟାଣ ନିର୍ଦ୍ଦେଶକ