ସୌମ୍ୟଙ୍କ ରାହୁଲ ଅବତାର 

0
123

ଆଜି ସୋସିଆଲ ମିଡିଆରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ଫଟୋ ଭାଇରାଲ ହେଉଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଷ୍ଟାଇଲରେ ହାତରେ ସମ୍ବିଧାନ ପୁସ୍ତକ ଧରିଛନ୍ତି ସୌମ୍ୟ ରଜଂନ ପଟନାୟକ।

ସୌମ୍ୟଙ୍କ ଫୋଟୋକୁ ନେଇ ପୁଣି ସେ କଂଗ୍ରେସକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି।ରାହୁଲ ଗାନ୍ଧିଙ୍କ ଓଡିଶା ଗସ୍ତପରେ ବହୁ ନେତା କଂଗ୍ରେସକୁ ଘରବାହୁଡ଼ା କରିବାକୁ ଅଣ୍ଟା ଭିଡିଛନ୍ତି। ତେବେ ଫୋଟୋ କୁ ନେଇ ସୌମ୍ୟ ପଟ୍ଟନାୟକ ଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।